ନୂଆପଡ଼ା ଜନତା ବିଜେପିକୁ ଭରସା କରିବେ: ଲତା ଉସେଣ୍ଡି

ନୂଆପଡ଼ା ଉପନିର୍ବାଚନ ନେଇ ବିଜେପି ସହ ପ୍ରଭାରୀ ଲତା ଉସେଣ୍ଡି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ୨୦୨୪ ସାଧାରଣ ନିର୍ବାଚନ ଭଳି ନୂଆପଡ଼ାରେ ମଧ୍ୟ ବିଜେପିକୁ ଲୋକ ଆଶୀର୍ବାଦ କରିବେ।

lata usendi

ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନ ନେଇ ବିଜେପି ସହ ପ୍ରଭାରୀ ଲତା ଉସେଣ୍ଡି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ୨୦୨୪ ସାଧାରଣ ନିର୍ବାଚନ ଭଳି ନୂଆପଡ଼ାରେ ମଧ୍ୟ ବିଜେପିକୁ ଲୋକ ଆଶୀର୍ବାଦ କରିବେ। କାରଣ ଦେଢ଼ ବର୍ଷ ଭିତରେ ସୁଭଦ୍ରା ଭଉଣୀ, କୃଷକ ଏବଂ ଯୁବକଙ୍କ ବିକାଶ ପାଇଁ ବିଜେପି ସରକାର ଅନେକ କାମ କରିଛି। କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଜ୍ୟରେ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିକାଶ ପଥରେ ଆଗେଇ ଚାଲିଛି ଓଡ଼ିଶା। ତେଣୁ ନୂଆପଡ଼ା ଜନତା ମଧ୍ୟ ବିଜେପିକୁ ଭରସା କରିବେ।

ନୂଆପଡ଼ା ଉପନିର୍ବାଚନ ନେଇ ବିଜେପି ସହ ପ୍ରଭାରୀ ଲତା ଉସେଣ୍ଡି କହିଛନ୍ତି, ୨୦୨୪ ସାଧାରଣ ନିର୍ବାଚନ ଭଳି ନୂଆପଡ଼ାରେ ମଧ୍ୟ ବିଜେପିକୁ ଲୋକ ଆଶୀର୍ବାଦ କରିବେ। କାରଣ ଦେଢ଼ ବର୍ଷ ଭିତରେ ସୁଭଦ୍ରା ଭଉଣୀ, କୃଷକ ଏବଂ ଯୁବକଙ୍କ ବିକାଶ ପାଇଁ ବିଜେପି ସରକାର ଅନେକ କାମ କରିଛି। କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଜ୍ୟରେ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିକାଶ ପଥରେ ଆଗେଇ ଚାଲିଛି ଓଡ଼ିଶା। ତେଣୁ ନୂଆପଡ଼ା ଜନତା ମଧ୍ୟ ବିଜେପିକୁ ଭରସା କରିବେ।

ବିଜେପି ସହ ପ୍ରଭାରୀ ଲତା ଉସେଣ୍ଡି ଆହୁରି କହିଛନ୍ତି, ପ୍ରାର୍ଥୀ କିଏ ହେବେ ତାହା ଦଳ ଭିତରେ ଆଲୋଚନା ପରେ ଘୋଷଣା କରାଯିବ। ଚୟନ କମିଟି ହିଁ ନିର୍ଣ୍ଣୟ କରିବେ କାହାକୁ ପ୍ରାର୍ଥୀ କରାଯିବ। ନୂଆପଡ଼ାରେ ଆଦିବାସୀ ଭୋଟ ହାର ଅଧିକ ଅଛି। କିନ୍ତୁ ସ୍ଥାନୀୟ ଲୋକଙ୍କ ଭାବନାକୁ ଦୃଷ୍ଟିରେ ରଖି ସବୁ ନିଷ୍ପତ୍ତି ନିଆଯିବ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe