ପାକିସ୍ତାନ ପାଲଟା ଆକ୍ରମଣ କଲେ ତାର ଚିହ୍ନବର୍ଣ୍ଣ ରହିବନି: ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

Advertisment

ଆଜି ପହେଲଗାମ ପ୍ରତିଶୋଧ ନେଇ ପ୍ରତିକ୍ରିୟାରେ କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି,ଅପରେସନ ସିନ୍ଦୂର ନାଁ ଅର୍ଥ ଆତଙ୍କୀବାଦୀ ଯେଉଁ ଭାରତୀୟ ମହିଳାଙ୍କ ସିନ୍ଦୂର ଲିଭାଇଥିଲେ, ତାହାର ଜବାବ।

ଆଜି ପହେଲଗାମ ପ୍ରତିଶୋଧ ନେଇ ପ୍ରତିକ୍ରିୟାରେ କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି,ଅପରେସନ ସିନ୍ଦୂର ନାଁ ଅର୍ଥ ଆତଙ୍କୀବାଦୀ ଯେଉଁ ଭାରତୀୟ ମହିଳାଙ୍କ ସିନ୍ଦୂର ଲିଭାଇଥିଲେ, ତାହାର ଜବାବ।

xc

ଭୁବନେଶ୍ବର: ଆଜି ଭାରତବର୍ଷ ପାଇଁ ଗର୍ବ ଓ ଗୌରବର ଦିନ। ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ପ୍ରତିଶୋଧ ନେଇ ଆତଙ୍କୀବାଦ ଆଡ୍ଡା ଧ୍ବଂସ କରାଯାଇଛି। ଏହା ଭାରତୀୟ ସେନାର ପାରଦର୍ଶିତା ବିଶ୍ୱରେ  ପୁଣି ଜଣାଇଦିଆଗଲା।. ଗୋଟେ ଭାରତୀୟକୁ ହାତ ଉଠାଇଲେ, ସାରା ଦେଶ ଜବାବ ଦେବ। ଆଜି ପହେଲଗାମ ପ୍ରତିଶୋଧ ନେଇ ପ୍ରତିକ୍ରିୟାରେ କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

ବିଶ୍ୱ ଚକିତ ଓ ଆନନ୍ଦିତ। କାରଣ ଆତଙ୍କବାଦ ଉପରେ ପାଲଟା ଆକ୍ରମଣ ଭାରତ କରିଛି। ଭାରତର ପ୍ରତିପତ୍ତି ବଢିବ। ପ୍ରତିଆକ୍ରମଣ ପାଇଁ ଭାରତ ତଥା ଓଡ଼ିଶା ବି ପ୍ରସ୍ତୁତ ଅଛି। ପାକିସ୍ତାନ ପାଲଟା ଆକ୍ରମଣ କଲେ ତାର ଚିହ୍ନବର୍ଣ୍ଣ ରହିବନି ଏକଥା ସେ ଭଲକି ଜାଣିଛନ୍ତି। ତେଣୁ ସେଭଳି ଦୁଃସାହସ ସେମାନେ କରିବେନି। କରିଲେ ଭାରତର ଉଗ୍ର ରୂପ ଦେଖିବେ। 

 ସେ ଆହୁରି କହିଛନ୍ତି,ଅପରେସନ ସିନ୍ଦୂର ନାଁ ଅର୍ଥ ଆତଙ୍କୀବାଦୀ ଯେଉଁ ଭାରତୀୟ ମହିଳାଙ୍କ ସିନ୍ଦୂର ଲିଭାଇଥିଲେ, ତାହାର ଜବାବ। ଏହା ସାମଗ୍ରିକ ଭାବେ ନାରୀ ଶକ୍ତି ଓ ମିଲିଟାରି ଅପରେସନ, ଯେଉଁଥିରେ କୌଣସି ନାଗରିକ ମରି ନାହାନ୍ତି. ଯାହା ଅନ୍ୟ କୌଣସି ଦେଶ କରିନି। ମିଲିଟାରି ଦକ୍ଷତାର ପରିଚୟ ଆସିଛି।. ବିଶ୍ୱ ଚକିତ ଓ ଆନନ୍ଦିତ। କାରଣ ଆତଙ୍କବାଦ ଉପରେ ପାଲଟା ଆକ୍ରମଣ ଭାରତ କରିଛି। ଭାରତର ପ୍ରତିପତ୍ତି ବଢିବ। ପ୍ରତିଆକ୍ରମଣ ପାଇଁ ଭାରତ ତଥା ଓଡ଼ିଶା ବି ପ୍ରସ୍ତୁତ ଅଛି। ପାକିସ୍ତାନ ପାଲଟା ଆକ୍ରମଣ କଲେ ତାର ଚିହ୍ନବର୍ଣ୍ଣ ରହିବନି ଏକଥା ସେ ଭଲକି ଜାଣିଛନ୍ତି। ତେଣୁ ସେଭଳି ଦୁଃସାହସ ସେମାନେ କରିବେନି। କରିଲେ ଭାରତର ଉଗ୍ର ରୂପ ଦେଖିବେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe