କଂଗ୍ରେସ ତା’ସମୟର ଘଟଣାକୁ ମନେ ପକାଇବା ଦରକାର: ସାଂସଦ ଭର୍ତ୍ତୃହରି ମହତାବ

ରାଜ୍ୟରେ ନାରୀ ନିର୍ଯାତନା ଘଟଣାକୁ ନେଇ କଂଗ୍ରେସର ଡିଜି ଅଫିସ୍ ଘେରାଉ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଟକର ଲୋକସଭା ସଦସ୍ୟ ଭର୍ତ୍ତୃହରି ମହତାବ। ସେ କହିଛନ୍ତି, କଂଗ୍ରେସ ତା’ସମୟର ଘଟଣାକୁ ମନେ ପକାଇବା ଦରକାର। 

New Project (7)

କଟକ: ରାଜ୍ୟରେ ନାରୀ ନିର୍ଯାତନା ଘଟଣାକୁ ନେଇ କଂଗ୍ରେସର ଡିଜି ଅଫିସ୍ ଘେରାଉ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଟକର ଲୋକସଭା ସଦସ୍ୟ ଭର୍ତ୍ତୃହରି ମହତାବ। ସେ କହିଛନ୍ତି, କଂଗ୍ରେସ ତା’ସମୟର ଘଟଣାକୁ ମନେ ପକାଇବା ଦରକାର। 

ରାଜ୍ୟରେ ନାରୀ ନିର୍ଯାତନା ଘଟଣାକୁ ନେଇ କଂଗ୍ରେସର ଡିଜି ଅଫିସ୍ ଘେରାଉ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଟକର ଲୋକସଭା ସଦସ୍ୟ ଭର୍ତ୍ତୃହରି ମହତାବ। ସେ କହିଛନ୍ତି, କଂଗ୍ରେସ ତା’ସମୟର ଘଟଣାକୁ ମନେ ପକାଇବା ଦରକାର। ସାଂସଦ ଭର୍ତ୍ତୃହରି ମହତାବ ଆହୁରି କହିଛନ୍ତି, ରାଜ୍ୟରେ ଘଟି ଯାଇଥିବା କିଛି ଅଘଟଣ ଦୁଃଖ ଓ ପରିତାପର ବିଷୟ। ତଦନ୍ତ ଓ ଦୋଷୀ ଖୋଜିବା ତଥ୍ୟ ପ୍ରମାଣକୁ ନେଇ ହୁଏ। ବିରୋଧୀ ସେମାନଙ୍କ କାର୍ଯ୍ୟ କରୁଛନ୍ତି। କଂଗ୍ରେସ ତା’ସମୟର ଘଟଣାକୁ ମନେ ପକାଇବା ଦରକାର।

ସାଂସଦ ଭର୍ତ୍ତୃହରି ମହତାବ ଆହୁରି କହିଛନ୍ତି, ରାଜ୍ୟରେ ଘଟି ଯାଇଥିବା କିଛି ଅଘଟଣ ଦୁଃଖ ଓ ପରିତାପର ବିଷୟ। ତଦନ୍ତ ଓ ଦୋଷୀ ଖୋଜିବା ତଥ୍ୟ ପ୍ରମାଣକୁ ନେଇ ହୁଏ। ବିରୋଧୀ ସେମାନଙ୍କ କାର୍ଯ୍ୟ କରୁଛନ୍ତି। କଂଗ୍ରେସ ତା’ସମୟର ଘଟଣାକୁ ମନେ ପକାଇବା ଦରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe