ବାମରା ତହସିଲଦାର ତଥା ଓଏଏସ ଟପର ଅଶ୍ୱିନୀ କୁମାର ପଣ୍ଡାଙ୍କୁ ନିଲମ୍ବିତ କରାଯିବ: ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ

Advertisment

୧୫ ହଜାର ଟଙ୍କା ଲାଞ୍ଚ ନେଇ ବାମରା ତହସିଲଦାର ତଥା ଓଏଏସ ଟପର ଅଶ୍ୱିନୀ କୁମାର ପଣ୍ଡା ଧରାପଡ଼ିବା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।

୧୫ ହଜାର ଟଙ୍କା ଲାଞ୍ଚ ନେଇ ବାମରା ତହସିଲଦାର ତଥା ଓଏଏସ ଟପର ଅଶ୍ୱିନୀ କୁମାର ପଣ୍ଡା ଧରାପଡ଼ିବା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।

New Project (4)

ଭୁବନେଶ୍ବର: ୧୫ ହଜାର ଟଙ୍କା ଲାଞ୍ଚ ନେଇ ବାମରା ତହସିଲଦାର ତଥା ଓଏଏସ ଟପର ଅଶ୍ୱିନୀ କୁମାର ପଣ୍ଡା ଧରାପଡ଼ିବା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।

ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ଉପରେ ବିଜେପି ସରକାରଙ୍କ କଡ଼ା ଆଭିମୁଖ୍ୟ ରହିଛି। ଦୁର୍ନୀତି କରି ଅନେକ ଅଫିସର ଜେଲରେ ଗଲେଣି। ଦୁଇ ଦିନ ତଳେ କୁଚିଣ୍ଡା ତହସିଲଦାରଙ୍କୁ ସରକାର ନିଲମ୍ବନ କରିଛନ୍ତି। ଜଣେ ନିର୍ଦ୍ଦିଷ୍ଟ ଲୋକଙ୍କ ସ୍ୱାର୍ଥ ସାଧନ ପାଇଁ ଅନ୍ୟର ଅଧିକାରକୁ କ୍ଷୁର୍ଣ୍ଣ କରିଥିଲେ। ୨୦୧୯ ବ୍ୟାଚର ଟପର ଅଶ୍ୱିନୀ କୁମାର ପଣ୍ଡା ଲାଞ୍ଚ ନେଇ ଧରାପଡ଼ିଛନ୍ତି। ଖୁବଶୀଘ୍ର ତାଙ୍କୁ ନିଲମ୍ବିତ କରାଯିବ। ଲୋକଙ୍କୁ ଅନୁରୋଧ କରୁଛି ରାଜସ୍ୱ ମନ୍ତ୍ରୀ, ସରକାରୀ ସ୍ତରରେ, ରାଜସ୍ବ ବିଭାଗରେ, ଅନ୍ୟାୟ, ଲାଞ୍ଚ, ଆଇନ ବିରୋଧୀ କାର୍ଯ୍ୟ ଦେଖିଲେ ନଜରକୁ ଆଣନ୍ତୁ, କେହି ବର୍ତ୍ତିବେନି। ସେ ଦୃଷ୍ଟିରୁ ବିଭାଗ ପ୍ରତି ମାସ ଆସେସମେଣ୍ଟ କରୁଛି। ଦୁର୍ନୀତିର ପରିମାଣ ଅପେକ୍ଷାକୃତ କମିଛି। ରାତାରାତି ଦୁର୍ନୀତି କମିବ ନାହିଁ। କିନ୍ତୁ ଯିଏ ଦୁର୍ନୀତି କରିବ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜୀବନ ସାରା ପଶ୍ଚତାପ କରିବେ ଦୁର୍ନୀତିଗ୍ରସ୍ତ ଅଧିକାରୀ।

ସେ କହିଛନ୍ତି, ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ଉପରେ ବିଜେପି ସରକାରଙ୍କ କଡ଼ା ଆଭିମୁଖ୍ୟ ରହିଛି। ଦୁର୍ନୀତି କରି ଅନେକ ଅଫିସର ଜେଲରେ ଗଲେଣି। ଦୁଇ ଦିନ ତଳେ କୁଚିଣ୍ଡା ତହସିଲଦାରଙ୍କୁ ସରକାର ନିଲମ୍ବନ କରିଛନ୍ତି। ଜଣେ ନିର୍ଦ୍ଦିଷ୍ଟ ଲୋକଙ୍କ ସ୍ୱାର୍ଥ ସାଧନ ପାଇଁ ଅନ୍ୟର ଅଧିକାରକୁ କ୍ଷୁର୍ଣ୍ଣ କରିଥିଲେ। ୨୦୧୯ ବ୍ୟାଚର ଟପର ଅଶ୍ୱିନୀ କୁମାର ପଣ୍ଡା ଲାଞ୍ଚ ନେଇ ଧରାପଡ଼ିଛନ୍ତି। ଖୁବଶୀଘ୍ର ତାଙ୍କୁ ନିଲମ୍ବିତ କରାଯିବ। ଲୋକଙ୍କୁ ଅନୁରୋଧ କରୁଛି ରାଜସ୍ୱ ମନ୍ତ୍ରୀ, ସରକାରୀ ସ୍ତରରେ, ରାଜସ୍ବ ବିଭାଗରେ, ଅନ୍ୟାୟ, ଲାଞ୍ଚ, ଆଇନ ବିରୋଧୀ କାର୍ଯ୍ୟ ଦେଖିଲେ ନଜରକୁ ଆଣନ୍ତୁ, କେହି ବର୍ତ୍ତିବେନି। ସେ ଦୃଷ୍ଟିରୁ ବିଭାଗ ପ୍ରତି ମାସ ଆସେସମେଣ୍ଟ କରୁଛି। ଦୁର୍ନୀତିର ପରିମାଣ ଅପେକ୍ଷାକୃତ କମିଛି। ରାତାରାତି ଦୁର୍ନୀତି କମିବ ନାହିଁ। କିନ୍ତୁ ଯିଏ ଦୁର୍ନୀତି କରିବ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜୀବନ ସାରା ପଶ୍ଚତାପ କରିବେ ଦୁର୍ନୀତିଗ୍ରସ୍ତ ଅଧିକାରୀ। ଭିଜିଲାନ୍ସ ଓ ପୁଲିସ ଆକ୍ସନ ନେବା ପୂର୍ବରୁ ବିଭାଗ ପହଞ୍ଚିବ। ଲୋକେ ଅଭିଯୋଗ ଆଣିଲେ ତୁରନ୍ତ ଆକ୍ସନ ନିଆଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe