ପରିବେଶ ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ: ବିଧାୟିକା

ଯାଜପୁର ନିର୍ବାଚନ ମଣ୍ଡଳୀରେ ପରିବେଶ ପଂଚାୟତ ସହରର ବିରଜା ମହିଳା କଲେଜରେ ଆୟୋଜନ ହୋଇଯାଇଛି। ବିଧାୟିକା ସୁଜାତା ସାହୁ ଉପସ୍ଥିତ ରହି ପରିବେଶ ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ କହିବା ସହ ପରିବେଶ ସନ୍ତୁଳନ ରକ୍ଷା ପାଇଁ ଏକଜୁଟ ହେବାକୁ ଆହ୍ୱାନ ଦେଇଥିଲେ।

Jajpur

ଯାଜପୁର: ଯାଜପୁର ନିର୍ବାଚନ ମଣ୍ଡଳୀରେ ପରିବେଶ ପଂଚାୟତ ସହରର ବିରଜା ମହିଳା କଲେଜରେ ଆୟୋଜନ ହୋଇଯାଇଛି। ବିଧାୟିକା ସୁଜାତା ସାହୁ ଉପସ୍ଥିତ ରହି ପରିବେଶ ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ କହିବା ସହ ପରିବେଶ ସନ୍ତୁଳନ ରକ୍ଷା ପାଇଁ ଏକଜୁଟ ହେବାକୁ ଆହ୍ୱାନ ଦେଇଥିଲେ। କାଯ୍ୟକ୍ରମରେ କଲେଜର ଶତାଧିକ ଛାତ୍ରୀ ସାମିଲ ହୋଇଥିଲେ।

ବିଧାୟିକା ସୁଜାତା ସାହୁ ଉପସ୍ଥିତ ରହି ପରିବେଶ ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ କହିବା ସହ ପରିବେଶ ସନ୍ତୁଳନ ରକ୍ଷା ପାଇଁ ଏକଜୁଟ ହେବାକୁ ଆହ୍ୱାନ ଦେଇଥିଲେ। କାଯ୍ୟକ୍ରମରେ କଲେଜର ଶତାଧିକ ଛାତ୍ରୀ ସାମିଲ ହୋଇଥିଲେ।

Jajpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe