ମାଲକାନଗିରି ଜିଲ୍ଲା ସୀମାନ୍ତରେ ନକ୍ସଲଙ୍କ ସହିଦ ସ୍ତମ୍ଭ ଧ୍ବଂସ କଲେ ଯବାନ

ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ନକ୍ସଲଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ସହିଦ ସ୍ତମ୍ଭକୁ ଧ୍ଵଂସ କରିଥିଲେ। ବିଜାପୁର ଜିଲ୍ଲାର କୋଣ୍ଡାପାଲି ନିକଟସ୍ଥ ଜଙ୍ଗଲରେ ପ୍ରାୟ ୩୦ ଫୁଟ ଉଚ୍ଚର ସହିଦସ୍ତମ୍ଭ ନିର୍ମାଣ କରାଯାଇଥିଲା। ଯବାନ ଜେସିବି ଆଣି ନକ୍ସଲ ସ୍ମାରକୀକୁ ଧ୍ବଂସ କରିଥିଲେ।

sd

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ନକ୍ସଲଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ସହିଦ ସ୍ତମ୍ଭକୁ ଧ୍ଵଂସ କରିଥିଲେ। ବିଜାପୁର ଜିଲ୍ଲାର କୋଣ୍ଡାପାଲି ନିକଟସ୍ଥ ଜଙ୍ଗଲରେ ପ୍ରାୟ ୩୦ ଫୁଟ ଉଚ୍ଚର ସହିଦସ୍ତମ୍ଭ ନିର୍ମାଣ କରାଯାଇଥିଲା। ସର୍ଚ୍ଚ ଅପରେସନରେ ବାହାରିଥିବା ଏସଟିଏଫ, ଡିଆରଜି,ସିଆରପିଏଫ ଯବାନ ଏତେ ବଡ଼ ସହିଦ ସ୍ତମ୍ଭକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ତୁରନ୍ତ ଜେସିବି ଆଣି ଏହି ନକ୍ସଲ ସ୍ମାରକୀକୁ ଧ୍ବଂସ କରିଥିଲେ।

ବିଜାପୁର ଜିଲ୍ଲାର କୋଣ୍ଡାପାଲି ନିକଟସ୍ଥ ଜଙ୍ଗଲରେ ପ୍ରାୟ ୩୦ ଫୁଟ ଉଚ୍ଚର ସହିଦସ୍ତମ୍ଭ ନିର୍ମାଣ କରାଯାଇଥିଲା। ସର୍ଚ୍ଚ ଅପରେସନରେ ବାହାରିଥିବା ଏସଟିଏଫ, ଡିଆରଜି,ସିଆରପିଏଫ ଯବାନ ଏତେ ବଡ଼ ସହିଦ ସ୍ତମ୍ଭକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ତୁରନ୍ତ ଜେସିବି ଆଣି ଏହି ନକ୍ସଲ ସ୍ମାରକୀକୁ ଧ୍ବଂସ କରିଥିଲେ।

ଏଣେ ମାଓ ଦମନରେ ବି ଯବାନ ସଫଳତା ପାଉଛନ୍ତି। ଆସନ୍ତା ୨୦୨୫ ମାର୍ଚ୍ଚ ସୁଦ୍ଧା ରାଜ୍ୟରୁ ନକ୍ସଲ ହଟିବେ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe