ସିନ୍ଧେକେଲାରେ ଘରୋଇ ସ୍କୁଲ ବସ ଦୁର୍ଘଟଣା: ଚାଳକ ଗୁରୁତର, ୧୦ ଆହତ

Advertisment

ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଶୁଣ୍ଢିମୁଣ୍ଡା ନିକଟରେ ଏକ ଘରୋଇ ସ୍କୁଲ ବସ ଦୁର୍ଘଟଣା ଘଟିଛି। ଏହାଫଳରେ ଚାଳକ ଅତି ଗୁରୁତର ଥିବାବେଳେ ପ୍ରାୟ ୧୦ ଜଣ ଛାତ୍ରଛାତ୍ରୀ ଗୁରୁତର ଓ ପ୍ରାୟ ୩୦ ସାମାନ୍ୟ ଆହତ ହୋଇଥିବା ଜଣାଯାଇଛି।

ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଶୁଣ୍ଢିମୁଣ୍ଡା ନିକଟରେ ଏକ ଘରୋଇ ସ୍କୁଲ ବସ ଦୁର୍ଘଟଣା ଘଟିଛି। ଏହାଫଳରେ ଚାଳକ ଅତି ଗୁରୁତର ଥିବାବେଳେ ପ୍ରାୟ ୧୦ ଜଣ ଛାତ୍ରଛାତ୍ରୀ ଗୁରୁତର ଓ ପ୍ରାୟ ୩୦ ସାମାନ୍ୟ ଆହତ ହୋଇଥିବା ଜଣାଯାଇଛି।

zx

ସିନ୍ଧେକେଲା: ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଶୁଣ୍ଢିମୁଣ୍ଡା ନିକଟରେ ଏକ ଘରୋଇ ସ୍କୁଲ ବସ ଦୁର୍ଘଟଣା ଘଟିଛି। ସୂଚନାନୁଯାାୟୀ ଖଡ଼ିଆଳ ସ୍ଥିତ ମହାତ୍ମା ଗାନ୍ଧୀ ସାଇନ୍ସ କଲେଜ୍ ର ପ୍ରାୟ ୪୦ ଜଣ ଛାତ୍ରଛାତ୍ରୀମାନଙ୍କୁ ନେଇ ଓଡି ୨୬ ଡି ୬୧୭୧ ନମ୍ବର ବସରେ ଖଡ଼ିଆଳରୁ ଭବାନୀପାଟଣା ପଟକୁ ଯାଉଥିଲା। ତେବେ କୌଣସି କାରଣରୁ ୧୬ ନମ୍ବର ରାଜ୍ୟ ରାଜପଥ କଡ଼ରେ ଅବସ୍ଥିତ ଶୁଣ୍ଢିମୁଣ୍ଡା ନିକଟରେ ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା।

ଖଡ଼ିଆଳ ସ୍ଥିତ ମହାତ୍ମା ଗାନ୍ଧୀ ସାଇନ୍ସ କଲେଜ୍ ର ପ୍ରାୟ ୪୦ ଜଣ ଛାତ୍ରଛାତ୍ରୀମାନଙ୍କୁ ନେଇ ଓଡି ୨୬ ଡି ୬୧୭୧ ନମ୍ବର ବସରେ ଖଡ଼ିଆଳରୁ ଭବାନୀପାଟଣା ପଟକୁ ଯାଉଥିଲା। ତେବେ କୌଣସି କାରଣରୁ ୧୬ ନମ୍ବର ରାଜ୍ୟ ରାଜପଥ କଡ଼ରେ ଅବସ୍ଥିତ ଶୁଣ୍ଢିମୁଣ୍ଡା ନିକଟରେ ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଏହାଫଳରେ ଚାଳକ ଅତି ଗୁରୁତର ଥିବାବେଳେ ପ୍ରାୟ ୧୦ ଜଣ ଛାତ୍ରଛାତ୍ରୀ ଗୁରୁତର ଓ ପ୍ରାୟ ୩୦ ସାମାନ୍ୟ ଆହତ ହୋଇଥିବା ପ୍ରତ୍ୟକ୍ଷଦର୍ଶୀମାନଙ୍କ ଠାରୁ ସୂଚନା ମିଳିଛି।

ଏହାଫଳରେ ଚାଳକ ଅତି ଗୁରୁତର ଥିବାବେଳେ ପ୍ରାୟ ୧୦ ଜଣ ଛାତ୍ରଛାତ୍ରୀ ଗୁରୁତର ଓ ପ୍ରାୟ ୩୦ ସାମାନ୍ୟ ଆହତ ହୋଇଥିବା ପ୍ରତ୍ୟକ୍ଷଦର୍ଶୀମାନଙ୍କ ଠାରୁ ସୂଚନା ମିଳିଛି।

accident

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe