ଏସଓଜି ଯବାନଙ୍କ ସର୍ଚ୍ଚ ଅପରେସନ ଜାରି,  ବିପୁଳ ମାଓ ସାମଗ୍ରୀ ଜବତ

ବୌଦ୍ଧ ଜିଲ୍ଲା ମନମୁଣ୍ତା ଥାନା ବାହାବଲ୍ ଖୋଲ ସଂରକ୍ଷିତ ଜଙ୍ଗଲରେ ଆଜି ପ୍ରତ୍ୟୁଷରୁ ଏସଓଜି, ଡ଼ିଭିଏଫ୍ ଓ ବିଡ ସ୍କ୍ୱାର୍ଡକୁ ମାଓ ଅପରେସନ୍ କ୍ଷେତ୍ରରେ ସଫଳତା ମିଳିଛି ! କନପା ଠାରୁ ଅଢେଇ କିମି ଦୂରରେ ଥିବା ଏକ ମାଓ ଆଡ୍ଡାରେ ଚଢାଉ କରି ବ୍ୟାପକ ମାଓ ସାମଗ୍ରୀ ଜବତ କରିଛି !

kl

କଣ୍ଟାମାଳ: ବୌଦ୍ଧ ଜିଲ୍ଲା ମନମୁଣ୍ତା ଥାନା ବାହାବଲ୍ ଖୋଲ ସଂରକ୍ଷିତ ଜଙ୍ଗଲରେ ଆଜି ପ୍ରତ୍ୟୁଷରୁ ଏସଓଜି, ଡ଼ିଭିଏଫ୍ ଓ ବିଡ ସ୍କ୍ୱାର୍ଡକୁ ମାଓ ଅପରେସନ୍ କ୍ଷେତ୍ରରେ ସଫଳତା ମିଳିଛି ! କନପା ଠାରୁ ଅଢେଇ କିମି ଦୂରରେ ଥିବା ଏକ ମାଓ ଆଡ୍ଡାରେ ଚଢାଉ କରି ବ୍ୟାପକ ମାଓ ସାମଗ୍ରୀ ଜବତ କରିଛି ! ପୁଣି ସେଠାରୁ ପ୍ରାୟ ୩ କିମି ଦୂର କୁଆକୁଣ୍ଡା ଗ୍ରାମ ନିକଟରେ ମଧ୍ୟ କିଛି ମାଓ ସାମଗ୍ରୀ ଜବତ ହୋଇଛି ! 

ଜବତ ସାମଗ୍ରୀ ମଧ୍ୟରେ ଅନେକ ବୈଦ୍ୟୁତିକ ସାମଗ୍ରୀ, ଖାଦ୍ୟ ଓ ରାସନ ସାମଗ୍ରୀ ଥିବା ସ୍ଥାନୀୟ ପୁଲିସ ପକ୍ଷରୁ ସୁଚନା ମିଳିଛି !

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe