ଭଦ୍ରକରେ ଚାଞ୍ଚଲ୍ୟ: ୪ ମନ୍ଦିରରୁ ତାଲାଭାଙ୍ଗି ସିରିଜ୍ ଚୋରି

Advertisment

ଭଦ୍ରକ ସହରର ୪ ମନ୍ଦିରରୁ ତାଲାଭାଙ୍ଗି ସିରିଜ୍ ଚୋରି ହୋଇଥିବାର ଖବର ମିଳିଛି। ଗତକାଲି ବିଳମ୍ବିତ ରାତିରେ ୱାର୍ଡ ନଂ ୨୮ର ଗରଦପୁରରେ ଥିବା ହନୁମାନ ମନ୍ଦିର, ଶିବ ମନ୍ଦିର,  ମଙ୍ଗଳା ମନ୍ଦିର ଓ ରାଧାକୃଷ୍ଣ ମନ୍ଦିରରେ ଲୁଟ୍ ହୋଇଛି।

ଭଦ୍ରକ ସହରର ୪ ମନ୍ଦିରରୁ ତାଲାଭାଙ୍ଗି ସିରିଜ୍ ଚୋରି ହୋଇଥିବାର ଖବର ମିଳିଛି। ଗତକାଲି ବିଳମ୍ବିତ ରାତିରେ ୱାର୍ଡ ନଂ ୨୮ର ଗରଦପୁରରେ ଥିବା ହନୁମାନ ମନ୍ଦିର, ଶିବ ମନ୍ଦିର,  ମଙ୍ଗଳା ମନ୍ଦିର ଓ ରାଧାକୃଷ୍ଣ ମନ୍ଦିରରେ ଲୁଟ୍ ହୋଇଛି।

kolp

ଭଦ୍ରକ: ଭଦ୍ରକ ସହରର ୪ ମନ୍ଦିରରୁ ତାଲାଭାଙ୍ଗି ସିରିଜ୍ ଚୋରି ହୋଇଥିବାର ଖବର ମିଳିଛି। ଗତକାଲି ବିଳମ୍ବିତ ରାତିରେ ୱାର୍ଡ ନଂ ୨୮ର ଗରଦପୁରରେ ଥିବା ହନୁମାନ ମନ୍ଦିର, ଶିବ ମନ୍ଦିର,  ମଙ୍ଗଳା ମନ୍ଦିର ଓ ରାଧାକୃଷ୍ଣ ମନ୍ଦିରରେ ଲୁଟ୍ ହୋଇଛି। ଉପରୋକ୍ତ ମନ୍ଦିରର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଦାନବାକ୍ସ, ଏକ କିଲୋଗ୍ରାମ୍ ସୁନାରୁପା ଅଳଙ୍କାର ଇତ୍ୟାଦି ଲୁଟି ନେଇଥିଲେ। ସେଠାରୁ ଦାନବାକ୍ସ, ରାଧାକୃଷ୍ଣ ଠାକୁରଙ୍କ ରୁପା ମୁକୁଟ ଇତ୍ୟାଦି ଚୋରି ହୋଇଛି। ଏହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।

ୱାର୍ଡ ନଂ ୨୮ର ଗରଦପୁରରେ ଥିବା ହନୁମାନ ମନ୍ଦିର, ଶିବ ମନ୍ଦିର,  ମଙ୍ଗଳା ମନ୍ଦିର ଓ ରାଧାକୃଷ୍ଣ ମନ୍ଦିରରେ ଲୁଟ୍ ହୋଇଛି। ଉପରୋକ୍ତ ମନ୍ଦିରର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଦାନବାକ୍ସ, ଏକ କିଲୋଗ୍ରାମ୍ ସୁନାରୁପା ଅଳଙ୍କାର ଇତ୍ୟାଦି ଲୁଟି ନେଇଥିଲେ। ସେଠାରୁ ଦାନବାକ୍ସ, ରାଧାକୃଷ୍ଣ ଠାକୁରଙ୍କ ରୁପା ମୁକୁଟ ଇତ୍ୟାଦି ଚୋରି ହୋଇଛି। ଏହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।

ଆଜି ସକାଳେ ସ୍ଥାନୀୟ ଲୋକେ ଏନେଇ ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ସିରିଜ୍ ଲୁଟ୍ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe