ସୁନ୍ଦରଗଡ଼ରେ ସିରିଜ ଚୋରି: ଲୁଟିନେଲେ ୫୦୦ ଗ୍ରାମ୍ ସୁନା ଓ ଲକ୍ଷାଧିକ ଟଙ୍କା

Advertisment

ସୁନ୍ଦରଗଡ଼ ଟାଉନ ଥାନା ଫିଟିଙ୍ଗପଡାରେ ସିରିଜ ଚୋରିହୋଇଛି। ଲୁଟେରା ଲୁଟିନେଲେ ୫୦୦ ଗ୍ରାମ୍ ସୁନା ଓ ଲକ୍ଷାଧିକ ଟଙ୍କା । ୫ଟି ଘରୁ ମେନଗେଟକୁ ଗ୍ୟାସ କଟରରେ କାଟିବା ସହ ଭିତର ଗେଟକୁ ମଧ୍ୟ କାଟି ଆଲମାରିର ଲକର ଭିତରୁ ସବୁ ଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେଇଯାଇଛନ୍ତି ଚୋର।

az

ସୁନ୍ଦରଗଡ଼: ସୁନ୍ଦରଗଡ଼ ଟାଉନ ଥାନା ଫିଟିଙ୍ଗପଡାରେ ସିରିଜ ଚୋରି ହୋଇଛି। ଲୁଟେରା ଲୁଟିନେଲେ ୫୦୦ ଗ୍ରାମ୍ ସୁନା ଓ ଲକ୍ଷାଧିକ ଟଙ୍କା ।
୫ଟି ଘରୁ ମେନଗେଟକୁ ଗ୍ୟାସ କଟରରେ କାଟିବା ସହ ଭିତର ଗେଟକୁ ମଧ୍ୟ କାଟି ଆଲମାରିର ଲକର ଭିତରୁ ସବୁ ଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେଇଯାଇଛନ୍ତି ଚୋର।

cvb

୫ଟି ଘରର ସମାନ ଅବସ୍ଥା ରହିଛି। ଗତକାଲି ରାତି ୯ ଟା ସମୟରେ ଏହି ୫ ଘରର ଲୋକ ବଡ଼ଦିନ ପାଇଁ ଚର୍ଚ୍ଚକୁ ଯାଇଥିବା ବେଳେ ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି ।

xd

ଆଜି ସକାଳୁ ସେମାନ ଚର୍ଚ୍ଚରୁ ଫେରିବା ପରେ ଏହି ଘଟଣା ଜାଣିବାକୁ ପାଇଥିଲେ। ଖୁସିର ଦିନରେ ଦୁଃଖର ମାହୋଲ। ସର୍ବସ୍ବାନ୍ତ ହୋଇଗଲେ ୫ ପରିବାର। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe