ବାରିପଦା ରେଡିଓ ଷ୍ଟେସନର ଟେକ୍ନିସିଆନଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ, ଥାନାର ଦ୍ବାରସ୍ଥ ହେଲେ ପୀଡ଼ିତାଙ୍କ ବାପା

Advertisment

ଜଣେ ଯୁବତୀଙ୍କୁ ଦୀର୍ଘ ଦିନ ଧରି ନିଜ ଘରେ ରଖି ଯୌନ ନିର୍ଯାତନା ଦେଇଆସୁଥିଲେ ଜଣେ ସରକାରୀ ବାବୁ। ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ବାରିପଦା ରେଡିଓ ଷ୍ଟେସନରେ ଟେକ୍ନିସିଆନ ଭାବେ କାର୍ଯ୍ୟରତ ଥିବା ପ୍ରଦୀପ ମହାଳିକଙ୍କ ନାଁରେ।

rape

ଭୁବନେଶ୍ବର: ଜଣେ ଯୁବତୀଙ୍କୁ ଦୀର୍ଘ ଦିନ ଧରି ନିଜ ଘରେ ରଖି ଯୌନ ନିର୍ଯାତନା ଦେଇଆସୁଥିଲେ ଜଣେ ସରକାରୀ ବାବୁ। ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ବାରିପଦା ରେଡିଓ ଷ୍ଟେସନରେ ଟେକ୍ନିସିଆନ ଭାବେ କାର୍ଯ୍ୟରତ ଥିବା ପ୍ରଦୀପ ମହାଳିକଙ୍କ ନାଁରେ। 

ତିନିବର୍ଷ ତଳେ ନାବାଳିକା ଅବସ୍ଥାରେ ଗରିବ ଅସହାୟ ବାପା ମାଆଙ୍କ ଠାରୁ ଝିଅକୁ ପାଠ ପଢ଼ାଇ ବଡ଼ ହେଲେ ଉପଯୁକ୍ତ ପାତ୍ର ଦେଖି ବିବାହ କରାଇଦେବାର ମିଛ ପ୍ରତିଶ୍ରୁତି ଦେଇ ଘରୁ ନେଇଯାଇଥିଲେ ପ୍ରଦୀପ ମହାଳିକ। ହେଲେ ଝିଅକୁ ଚାକରାଣୀ କରି ଘରେ ରଖିଲେ ଆଉ ଯୌନ ଶୋଷଣର ଶିକାର ମଧ୍ୟ କଲେ। ଏନେଇ ଜନୈକା ନାବଳିକାଙ୍କ ବାପାଙ୍କର ଲିଖିତ ଅଭିଯୋଗ ଆଧାରରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଜାରି ରଖିଛି ଭଞ୍ଜପୁର ଥାନା ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe