ଚମ୍ପୁଆରେ ଚାଞ୍ଚଲ୍ୟ: ବୈତରଣୀ ନଦୀକୁ ଡେଇଁଲେ ଦୋକାନୀ

Advertisment

କେନ୍ଦୁଝର ଜିଲ୍ଲା ଚମ୍ପୁଆରେ ଚାଞ୍ଚଲ୍ୟ। ଏଠାରେ ଜଣେ ବ୍ୟବସାୟୀ ପ୍ରାଣ ହରାଇଥିବାର ଖବର ମିଳିଛି। ମୃତକ ଜଣେ ଦୋକାନୀ ବୋଲି ସୂଚନା ରହିଛି।ଚମ୍ପୁଆରେ ବୈତରଣୀ ନଦୀ ପୋଲରେ ନିଜର ସ୍କୁଟି ରଖି ସେ ଡେଇଁ ପଡ଼ିଥିବା ଜଣାଯାଇଛି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।

xcv

ଚମ୍ପୁଆ: କେନ୍ଦୁଝର ଜିଲ୍ଲା ଚମ୍ପୁଆରେ ଚାଞ୍ଚଲ୍ୟ। ଏଠାରେ ଜଣେ ବ୍ୟବସାୟୀ ପ୍ରାଣ ହରାଇଥିବାର ଖବର ମିଳିଛି। ମୃତକ ଜଣେ ଦୋକାନୀ ବୋଲି ସୂଚନା ରହିଛି।

ଆଜି ସକାଳେ ଦୋକାନୀଜଣକ ବୈତରଣୀ ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଚମ୍ପୁଆରେ ବୈତରଣୀ ନଦୀ ପୋଲରେ ନିଜର ସ୍କୁଟି ରଖି ସେ ଡେଇଁ ପଡ଼ିଥିବା ଜଣାଯାଇଛି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ଆଜି ସକାଳେ ଦୋକାନୀଜଣକ ବୈତରଣୀ ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଚମ୍ପୁଆରେ ବୈତରଣୀ ନଦୀ ପୋଲରେ ନିଜର ସ୍କୁଟି ରଖି ସେ ଡେଇଁ ପଡ଼ିଥିବା ଜଣାଯାଇଛି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe