ସୁନ୍ଦରଗଡ଼ ଖଣିଜ କେଳେଙ୍କାରୀ ମାମଲା: ଭିଜିଲାନ୍ସ ଏସଆଇଟିର ତଦନ୍ତ ଆରମ୍ଭ

Advertisment

ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ସୁନ୍ଦରଗଡ଼ ଖଣିଜ କେଳେଙ୍କାରୀର ମାମଲାର ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସର ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଟିମ (ଏସଆଇଟି)। ଏସଆଇଟି ମୁଖ୍ୟ ସଞ୍ଜୟ କୁମାର କୌଶଳଙ୍କ ନେତୃତ୍ୱରେ ଆଜି ଠାରୁ ତଦନ୍ତ ଆରମ୍ଭ କରିଛି ଟିମ୍ ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ସୁନ୍ଦରଗଡ଼ ଖଣିଜ କେଳେଙ୍କାରୀର ମାମଲାର ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସର ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଟିମ (ଏସଆଇଟି)। ଏସଆଇଟି ମୁଖ୍ୟ ସଞ୍ଜୟ କୁମାର କୌଶଳଙ୍କ ନେତୃତ୍ୱରେ ଆଜି ଠାରୁ ତଦନ୍ତ ଆରମ୍ଭ କରିଛି ଟିମ୍ ।

zx

ସୁନ୍ଦରଗଡ଼: ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ସୁନ୍ଦରଗଡ଼ ଖଣିଜ କେଳେଙ୍କାରୀର ମାମଲାର ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସର ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଟିମ (ଏସଆଇଟି)। ଏସଆଇଟି ମୁଖ୍ୟ ସଞ୍ଜୟ କୁମାର କୌଶଳଙ୍କ ନେତୃତ୍ୱରେ ଆଜି ଠାରୁ ତଦନ୍ତ ଆରମ୍ଭ କରିଛି ଟିମ୍ । ପ୍ରଥମ ପର୍ଯ୍ୟାୟରେ ଗ୍ରାଉଣ୍ଡ ଜିରୋ ନୁହଁ, ଖଣିଜ ଲୁଟ୍ ଦସ୍ତାବିଜ ଘାଣ୍ଟିବା ଆରମ୍ଭ କରିଛି ଭିଜିଲାନ୍ସ ।
ସୁନ୍ଦରଗଡ଼ ଜିଲାପାଳ ଖଣି ଚୋରି ଘଟଣା ନେଇ ରାଜ୍ୟ ସରକାର ଙ୍କୁ ପ୍ରଦାନ କରିଥିବା ରିପୋର୍ଟ ଖଣି ବିଭାଗର ସ୍ୱତନ୍ତ୍ର ଏନଫୋର୍ସ ଟିମ ଗ୍ରାଉଣ୍ଡ ଜିରୋରେ ତଦନ୍ତ କରି ଦେଇଥିବା ରିପୋର୍ଟ , ସୁନ୍ଦରଗଡ଼ ଏସପିଙ୍କ କନଫିଡେନସିଆଲ ରିପୋର୍ଟ , ବନବିଭାଗର ରିପୋର୍ଟ ସହ ଖଣି ଚୋରି ଜଙ୍ଗଲ ଜମି ଗୁଡିକ କେଉଁ କେଉଁ କମ୍ପାନୀଙ୍କୁ ଆବଣ୍ଟିତ କରାଯାଇଥିଲା ତାହାର ଦସ୍ତାବିଜକୁ ତନ୍ନତନ୍ନ କରି ଯାଞ୍ଚ କରୁଛି ଭିଜିଲାନ୍ସ । ଆଜି ଠାରୁ କଟକ ଅଫିସରେ ଏହି କାର୍ଯ୍ୟ ଆରମ୍ଭ ହୋଇଛି । ଏହା ସରିଲା ପରେ ଗ୍ରାଉଣ୍ଡ ଜିରୋ ରେ ଘାଣ୍ଟିବ ଏସଆଇଟି। ସମସ୍ତ ରିପୋର୍ଟକୁ ଟିମର ୮ ଜଣ ସଦସ୍ୟ ଯାଞ୍ଚ କରୁଛନ୍ତି। 

ସୁନ୍ଦରଗଡ଼ ଜିଲାପାଳ ଖଣି ଚୋରି ଘଟଣା ନେଇ ରାଜ୍ୟ ସରକାର ଙ୍କୁ ପ୍ରଦାନ କରିଥିବା ରିପୋର୍ଟ ଖଣି ବିଭାଗର ସ୍ୱତନ୍ତ୍ର ଏନଫୋର୍ସ ଟିମ ଗ୍ରାଉଣ୍ଡ ଜିରୋରେ ତଦନ୍ତ କରି ଦେଇଥିବା ରିପୋର୍ଟ , ସୁନ୍ଦରଗଡ଼ ଏସପିଙ୍କ କନଫିଡେନସିଆଲ ରିପୋର୍ଟ , ବନବିଭାଗର ରିପୋର୍ଟ ସହ ଖଣି ଚୋରି ଜଙ୍ଗଲ ଜମି ଗୁଡିକ କେଉଁ କେଉଁ କମ୍ପାନୀଙ୍କୁ ଆବଣ୍ଟିତ କରାଯାଇଥିଲା ତାହାର ଦସ୍ତାବିଜକୁ ତନ୍ନତନ୍ନ କରି ଯାଞ୍ଚ କରୁଛି ଭିଜିଲାନ୍ସ । ଆଜିଠାରୁ କଟକ ଅଫିସରେ ଏହି କାର୍ଯ୍ୟ ଆରମ୍ଭ ହୋଇଛି । ଏହା ସରିଲା ପରେ ଗ୍ରାଉଣ୍ଡ ଜିରୋ ରେ ଘାଣ୍ଟିବ ଏସଆଇଟି। ସମସ୍ତ ରିପୋର୍ଟକୁ ଟିମର ୮ ଜଣ ସଦସ୍ୟ ଯାଞ୍ଚ କରୁଛନ୍ତି। 

ଦୀର୍ଘ ୨୦ ବର୍ଷ ହେଲା ଚାଲିଆସୁଥିଲା ଖଣି ଚୋରି। ଏଥିରେ କେଉଁ କେଉଁ ସରକାରୀ ଅଧିକାରୀ , ନେତା ଓ ମାଫିଆ ସାମିଲ ଅଛନ୍ତି ତାର ଚିଠା ମଧ୍ୟ ପ୍ରସ୍ତୁତ କରୁଛି ଭିଜିଲାନ୍ସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe