ନିର୍ମାଣାଧୀନ ପୋଲ ଉପରୁ ଖସିପଡ଼ି ୬ ଜଣ ଶ୍ରମିକ ଗୁରୁତର

Advertisment

ନିର୍ମାଣାଧୀନ ପୋଲରେ ଅଘଟଣ ଘଟିଛି। କାମ ଚାଲିଥିବା ବେଳେ ୬ ଜଣ ଶ୍ରମିକ ଖସିପଡ଼ିଛନ୍ତି। ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ପନ୍ତେଇ ଠାରେ ସୁବର୍ଣ୍ଣରେଖା ନଦୀ ଉପରେ ନିର୍ମାଣାଧୀନ ପୋଲରେ ଆଜି ସନ୍ଧ୍ୟାରେ ଏହି ଅଘଟଣ ଘଟିଛି। ୬ ଗୁରୁତର ଶ୍ରମିକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Updated On

ନିର୍ମାଣାଧୀନ ପୋଲରେ ଅଘଟଣ ଘଟିଛି। କାମ ଚାଲିଥିବା ବେଳେ ୬ ଜଣ ଶ୍ରମିକ ଖସିପଡ଼ିଛନ୍ତି। ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ପନ୍ତେଇ ଠାରେ ସୁବର୍ଣ୍ଣରେଖା ନଦୀ ଉପରେ ନିର୍ମାଣାଧୀନ ପୋଲରେ ଆଜି ସନ୍ଧ୍ୟାରେ ଏହି ଅଘଟଣ ଘଟିଛି। ୬ ଗୁରୁତର ଶ୍ରମିକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅଦ୍ୟତନ ହୋଇଛି
Baliapal

ବାଲିଆପାଳ: ନିର୍ମାଣାଧୀନ ପୋଲ ଉପରୁ ୬ ଜଣ ଶ୍ରମିକ ଖସି ପଡ଼ିଛନ୍ତି। ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ପନ୍ତେଇ ଠାରେ ସୁବର୍ଣ୍ଣରେଖା ନଦୀ ଉପରେ ନିର୍ମାଣାଧୀନ ପୋଲରେ ଆଜି ସନ୍ଧ୍ୟାରେ ଏହି ଅଘଟଣ ଘଟିଛି। ୬ ଗୁରୁତର ଶ୍ରମିକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପୋଲ ଉପରୁ ୬ ଜଣ ଶ୍ରମିକ ଖସିପଡ଼ିଛନ୍ତି। ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ପନ୍ତେଇ ଠାରେ ସୁବର୍ଣ୍ଣରେଖା ନଦୀ ଉପରେ ନିର୍ମାଣାଧୀନ ପୋଲରେ ଆଜି ସନ୍ଧ୍ୟାରେ ଏହି ଅଘଟଣ ଘଟିଛି। ୬ ଗୁରୁତର ଶ୍ରମିକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ୨୦୦୯ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲିଆପାଳ ବ୍ଳକ ପନ୍ତେଇ ଠାରେ ସୁବର୍ଣ୍ଣରେଖା ନଦୀ ଉପରେ ଏକ ସେତୁ ନିର୍ମାଣ ପାଇଁ ୧୫୫ କୋଟି ଟଙ୍କା ମଞ୍ଜୁର କରିଥିଲେ। ଏଠାରେ ଏକ ହାଇ ଲେଭେଲ ବ୍ରିଜ ନିର୍ମାଣ ଚାଲୁ ଥିଲା। ମାତ୍ର ଆଜି ସନ୍ଧ୍ୟା ସମୟ ଶ୍ରମିକମାନେ କାମ କରୁ ଥିବା ବେଳେ ଅସାବଧାନତା ବଶତଃ ଶ୍ରମିକମାନେ  ବ୍ରିଜରୁ ଖସି ପଡ଼ିଥିଲେ। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏହି ଅଘଟଣ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଅଘଟଣର କାରଣ ସଂପର୍କରେ ଜଣାପଡ଼ି ନାହିଁ। ନିର୍ମାଣାଧୀନ ଠିକା ସଂସ୍ଥାର ପ୍ରତିକ୍ରିୟା ମିଳିପାରି ନାହିଁ। 

ଏହି ଖବର ପଢ଼ନ୍ତୁ: ଖୁବଶୀଘ୍ର ଆଦିବାସୀ ପାଠାଗାର ଓ ସଂଗ୍ରହାଳୟ ପ୍ରତିଷ୍ଠା ହେବ: କୁଳପତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe