ବାଡ଼ିରେ ପିଟିପିଟି ମା’କୁ ମାରିଦେଲା ପୁଅ, ଅଭିଯୁକ୍ତ ଅଟକ

Advertisment

ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ପରା ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ଏଠାରେ ବାଡ଼ିରେ ପିଟିପିଟି ମା’କୁ ମାରିଦେଇଛି ପୁଅ। ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ପରା ଗ୍ରାମର ମୃତ ମହିଳା ଜଣକ ହେଲେ ଶାନ୍ତିଲତା ପେଣ୍ଠଇ।

ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ପରା ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ଏଠାରେ ବାଡ଼ିରେ ପିଟିପିଟି ମା’କୁ ମାରିଦେଇଛି ପୁଅ। ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ପରା ଗ୍ରାମର ମୃତ ମହିଳା ଜଣକ ହେଲେ ଶାନ୍ତିଲତା ପେଣ୍ଠଇ।

ୂର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ପରା ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ଏଠାରେ ବାଡ଼ିରେ ପିଟିପିଟି ମା’କୁ ମାରିଦେଇଛି ପୁଅ। ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ପରା ଗ୍ରାମର ମୃତ ମହିଳା ଜଣକ ହେଲେ ଶାନ୍ତିଲତା ପେଣ୍ଠଇ। ବିଳମ୍ବିତ ରାତିରେ ସାନ ପୁଅ ରଥି ପେଣ୍ଠଇ ଶାନ୍ତିଲତାଙ୍କୁ ବାଡ଼ିରେ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି । 

ଜରପଡ଼ା ଥାନା ପରା ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ଏଠାରେ ବାଡ଼ିରେ ପିଟି ପିଟି ମା’କୁ ମାରିଦେଇଛି ପୁଅ। ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ପରା ଗ୍ରାମର ମୃତ ମହିଳା ଜଣକ ହେଲେ ଶାନ୍ତିଲତା ପେଣ୍ଠଇ।  ବିଳମ୍ବିତ ରାତିରେ ସାନ ପୁଅ ରଥି ପେଣ୍ଠଇ ଶାନ୍ତିଲତାଙ୍କୁ ବାଡ଼ିରେ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ଜରପଡ଼ା ଥାନାରେ ଅଭିଯୁକ୍ତ ପୁଅକୁ ଅଟକ ରଖିଛି ପୁଲିସ୍‌ । ପୁଲିସ୍‌ ଘଟଣାର ତଦନ୍ତ କରୁଛି। 

ଜରପଡ଼ା ଥାନାରେ ଅଭିଯୁକ୍ତ ପୁଅକୁ ଅଟକ ରଖିଛି ପୁଲିସ୍‌ ।ପୁଲିସ୍‌ ଘଟଣାର ତଦନ୍ତ କରୁଛି। ତେବେ ଏଯାଏ ହତ୍ୟାକାଣ୍ଡର କାରଣ ଜଣାପଡ଼ିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe