ମଦ୍ୟପ ପୁଅର ଉନ୍ମତ୍ତ କାଣ୍ଡ: ବାପାମା'ଙ୍କୁ ପିଟିପିଟି ମାରିଦେଲା ଅଭିଯୁକ୍ତ

Advertisment

ମୟୂରଭଞ୍ଜ ଜିଲ୍ଲ‌ା ବୈଶିଙ୍ଗା ଥାନା ଅଧୀନ ଧନାପାଳ ଗ୍ରାମରେ ମଦ୍ୟପ ପୁଅର ଉନ୍ମତ୍ତ କାଣ୍ଡ। ବିଳମ୍ବିତ ରାତିରେ ନିର୍ମମ ଭାବେ ପିଟିପିଟି  ନିଜର ବାପା-ମା' ଉଭୟଙ୍କୁ ମାରିଦେଲା। ମୃତକ ହେଲେ ହାଡିବନ୍ଧୁ ସାହୁ (୮୫) ଓ ତାଙ୍କ ପତ୍ନୀ ଶାନ୍ତିଲତା ସାହୁ।

Baisinga PS

ବୈଶିଙ୍ଗା: ମୟୂରଭଞ୍ଜ ଜିଲ୍ଲ‌ା ବୈଶିଙ୍ଗା ଥାନା ଅଧୀନ ଧନାପାଳ ଗ୍ରାମରେ ମଦ୍ୟପ ପୁଅର ଉନ୍ମତ୍ତ କାଣ୍ଡ। ବିଳମ୍ବିତ ରାତିରେ ନିର୍ମମ ଭାବେ ପିଟିପିଟି  ନିଜର ବାପା-ମା' ଉଭୟଙ୍କୁ ମାରିଦେଲା। ମୃତକ ହେଲେ ହାଡିବନ୍ଧୁ ସାହୁ (୮୫) ଓ ତାଙ୍କ ପତ୍ନୀ ଶାନ୍ତିଲତା ସାହୁ।ଏବେବି ଘର ବାରଣ୍ଡାରେ ବେହୋସ ପଡ଼ିଛି ପୁଅ ହିମାଂଶୁ।

ବୈଶିଙ୍ଗା ଥାନା ଅଧୀନ ଧନାପାଳ ଗ୍ରାମରେ ମଦ୍ୟପ ପୁଅର ଉନ୍ମତ୍ତ କାଣ୍ଡ। ବିଳମ୍ବିତ ରାତିରେ ନିର୍ମମ ଭାବେ ପିଟିପିଟି  ନିଜର ବାପା-ମା' ଉଭୟଙ୍କୁ ମାରିଦେଲା। ମୃତକ ହେଲେ ହାଡିବନ୍ଧୁ ସାହୁ (୮୫) ଓ ତାଙ୍କ ପତ୍ନୀ ଶାନ୍ତିଲତା ସାହୁ। ଏବେବି ଘର ବାରଣ୍ଡାରେ ବେହୋସ ପଡ଼ିଛି ପୁଅ ହିମାଂଶୁ।

ତେବେ କାରଣ ଏଯାଏ ଅସ୍ପଷ୍ଟ ରହିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe