Advertisment

ଦଳୀୟ ଚିନ୍ତାଧାରାରେ କାର୍ଯ୍ୟ କରୁଥିବା ବ୍ୟକ୍ତି ହିଁ ହେବେ ନୂଆପଡ଼ାର ବିଜେପି ପ୍ରାର୍ଥୀ: ମନମୋହନ ସାମଲ

Advertisment

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଲୋକପ୍ରିୟତା, ଦଳୀୟ ଚିନ୍ତାଧାରାରେ କାର୍ଯ୍ୟ କରୁଥିବା ବ୍ୟକ୍ତି ହିଁ ହେବେ ନୂଆପଡ଼ାର ବିଜେପି ପ୍ରାର୍ଥୀ। ଓଡ଼ିଶା ସହ କେନ୍ଦ୍ରୀୟ ଟିମ ମଧ୍ୟ ନୂଆପଡ଼ାରେ ସର୍ଭେ କରୁଛି। ସର୍ଭେ ଆଧାରରେ ପ୍ରାର୍ଥୀ ଚୟନ କରିବ ସଂସଦୀୟ ବୋର୍ଡ।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଲୋକପ୍ରିୟତା, ଦଳୀୟ ଚିନ୍ତାଧାରାରେ କାର୍ଯ୍ୟ କରୁଥିବା ବ୍ୟକ୍ତି ହିଁ ହେବେ ନୂଆପଡ଼ାର ବିଜେପି ପ୍ରାର୍ଥୀ। ଓଡ଼ିଶା ସହ କେନ୍ଦ୍ରୀୟ ଟିମ ମଧ୍ୟ ନୂଆପଡ଼ାରେ ସର୍ଭେ କରୁଛି। ସର୍ଭେ ଆଧାରରେ ପ୍ରାର୍ଥୀ ଚୟନ କରିବ ସଂସଦୀୟ ବୋର୍ଡ।

Manmohan Samal BJP

ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନ ଲାଗି ପ୍ରାର୍ଥୀ ଚୟନ ସଂପର୍କରେ ନିଜର ସ୍ପଷ୍ଟ ମତ ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସେ କହିଛନ୍ତି, ଲୋକପ୍ରିୟତା, ଦଳୀୟ ଚିନ୍ତାଧାରାରେ କାର୍ଯ୍ୟ କରୁଥିବା ବ୍ୟକ୍ତି ହିଁ ହେବେ ନୂଆପଡ଼ାର ବିଜେପି ପ୍ରାର୍ଥୀ। ଓଡ଼ିଶା ସହ କେନ୍ଦ୍ରୀୟ ଟିମ ମଧ୍ୟ ନୂଆପଡ଼ାରେ ସର୍ଭେ କରୁଛି। ସର୍ଭେ ଆଧାରରେ ପ୍ରାର୍ଥୀ ଚୟନ କରିବ ସଂସଦୀୟ ବୋର୍ଡ। ଆମ ସହ କେନ୍ଦ୍ରୀୟ କମିଟି ମଧ୍ୟ ନୂଆପଡ଼ା ପ୍ରାର୍ଥୀ ନେଇ ସର୍ଭେ କରୁଛନ୍ତି। ଲୋକପ୍ରିୟତା, ଲୋକେ ଯାହାକୁ ଚାହୁଁଥିବେ, ଦଳୀୟ ଚିନ୍ତାଧାରା କାର୍ଯ୍ୟ କରୁଥିବେ, ଲୋକଙ୍କ ମୌଳିକ ସମସ୍ୟା ନେଇ ଜ୍ଞାନ ଗାରିମା ଥିବ, ସେଭଳି ଲୋକକୁ ପ୍ରାର୍ଥୀ କରାଯିବ। 

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଲୋକପ୍ରିୟତା, ଦଳୀୟ ଚିନ୍ତାଧାରାରେ କାର୍ଯ୍ୟ କରୁଥିବା ବ୍ୟକ୍ତି ହିଁ ହେବେ ନୂଆପଡ଼ାର ବିଜେପି ପ୍ରାର୍ଥୀ। ଓଡ଼ିଶା ସହ କେନ୍ଦ୍ରୀୟ ଟିମ ମଧ୍ୟ ନୂଆପଡ଼ାରେ ସର୍ଭେ କରୁଛି। ସର୍ଭେ ଆଧାରରେ ପ୍ରାର୍ଥୀ ଚୟନ କରିବ ସଂସଦୀୟ ବୋର୍ଡ। ଆମ ସହ କେନ୍ଦ୍ରୀୟ କମିଟି ମଧ୍ୟ ନୂଆପଡ଼ା ପ୍ରାର୍ଥୀ ନେଇ ସର୍ଭେ କରୁଛନ୍ତି। ଲୋକପ୍ରିୟତା, ଲୋକେ ଯାହାକୁ ଚାହୁଁଥିବେ, ଦଳୀୟ ଚିନ୍ତାଧାରା କାର୍ଯ୍ୟ କରୁଥିବେ, ଲୋକଙ୍କ ମୌଳିକ ସମସ୍ୟା ନେଇ ଜ୍ଞାନ ଗାରିମା ଥିବ, ସେଭଳି ଲୋକକୁ ପ୍ରାର୍ଥୀ କରାଯିବ। 

ଏଣେ ପୁଣି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତରେ ଯିବେ ବୋଲି ସୂଚନା ରହିଛି। ଦିନେ କିମ୍ବା ଦୁଇ ଦିନ ଭିତରେ ଦିଲ୍ଲୀ ଯାଇପାରନ୍ତି ବିଜେପି ରାଜ୍ୟ ସଭାପତି।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe