ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ନେଇ ବିଏମସି କମିସନରଙ୍କ କଡ଼ା ଚେତାବନୀ

Advertisment

ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ନେଇ ବିଏମସି କମିସନର ରାଜେଶ ପ୍ରଭାକର ପାଟିଲ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଐତିହ ପରମ୍ପରା ମର୍ଯ୍ୟାଦା ଭିତରେ ଯାତ୍ରା ପରିବେଶ ପାଇଁ ନିର୍ଦେଶ ଦିଆଯାଇଛି। ସବୁ ଯାତ୍ରା କମିଟି ଏନେଇ ଅବଗତ ଅଛନ୍ତି। ଆଶା କରୁଛୁ ଗାଇଡଲାଇନ ଅନୁସାରେ ଯାତ୍ରା ଅନୁଷ୍ଠିତ ହେବ। 

୨୬ରୁ ଖଣ୍ଡଗିରି ଯାତ୍ରା ମହାକୁମ୍ଭ

ଭୁବନେଶ୍ବର: ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ନେଇ ବିଏମସି କମିସନର ରାଜେଶ ପ୍ରଭାକର ପାଟିଲ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଐତିହ ପରମ୍ପରା ମର୍ଯ୍ୟାଦା ଭିତରେ ଯାତ୍ରା ପରିବେଶ ପାଇଁ ନିର୍ଦେଶ ଦିଆଯାଇଛି। ସବୁ ଯାତ୍ରା କମିଟି ଏନେଇ ଅବଗତ ଅଛନ୍ତି। ଆଶା କରୁଛୁ ଗାଇଡଲାଇନ ଅନୁସାରେ ଯାତ୍ରା ଅନୁଷ୍ଠିତ ହେବ। 

ଖଣ୍ଡଗିରିରେ ପରିମଳ ବ୍ୟବସ୍ଥା ବଳବତ୍ତର ରହିବ। ସ୍ଥାୟୀ ଆଲୋକିକରଣ ଓ ପାନୀୟ ଜଳକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ପାଞ୍ଚକୁଣ୍ଡର ଖୁବ ଶୀଘ୍ର ପୁନରୁଦ୍ଧାର ହେବ। ଶହେ ମିଟରରେ  ଜଣେ ଲେଖାଏଁ ସ୍ୱାସ୍ଥ କର୍ମୀନିୟୋଜିତ ହେବେ। ଜନସାଧାରଣଙ୍କୁ ଅନୁରୋଧ ପରିବେଶ ସଫାସୁତରା ରଖିବା ପ୍ରତି ଯତ୍ନବାନ ହେବେ ।

 ସେ ଆହୁରି କହିଛନ୍ତି, ଖଣ୍ଡଗିରିରେ ପରିମଳ ବ୍ୟବସ୍ଥା ବଳବତ୍ତର ରହିବ। ସ୍ଥାୟୀ ଆଲୋକିକରଣ ଓ ପାନୀୟ ଜଳକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ପାଞ୍ଚକୁଣ୍ଡର ଖୁବ ଶୀଘ୍ର ପୁନରୁଦ୍ଧାର ହେବ। ଶହେ ମିଟରରେ  ଜଣେ ଲେଖାଏଁ ସ୍ୱାସ୍ଥ କର୍ମୀନିୟୋଜିତ ହେବେ। ଜନସାଧାରଣଙ୍କୁ ଅନୁରୋଧ ପରିବେଶ ସଫାସୁତରା ରଖିବା ପ୍ରତି ଯତ୍ନବାନ ହେବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe