ଖଣି ଚୋରି ନେଇ ପୂର୍ବ ବିଜେଡି ସରକାରକୁ କଟାକ୍ଷ କଲେ କୁସୁମ ଟେଟେ

Advertisment

ପୂର୍ବତନ ସୁନ୍ଦରଗଡ଼ ବିଧାୟିକା ତଥା ବରିଷ୍ଠ ବିଜେପି ନେତ୍ରୀ କୁସୁମ ଟେଟେ ବିସ୍ଫୋରକ ବୟାନ ଦେଇଛନ୍ତି ।  ସେ କହିଛନ୍ତି, ପୂର୍ବ ବିଜେଡି ସରକାର ଖଣି ପଇସାରେ ପାର୍ଟି ଚଳାଉଥିଲେ , ନେତାମାନେ ପକେଟ ଗରମ କରୁଥିଲେ ଆଉ ସରକାର ପାଖକୁ ରାଜସ୍ବ କେଉଁଠୁ ଆସିଥାନ୍ତା ।

ପୂର୍ବତନ ସୁନ୍ଦରଗଡ଼ ବିଧାୟିକା ତଥା ବରିଷ୍ଠ ବିଜେପି ନେତ୍ରୀ କୁସୁମ ଟେଟେ ବିସ୍ଫୋରକ ବୟାନ ଦେଇଛନ୍ତି ।  ସେ କହିଛନ୍ତି, ପୂର୍ବ ବିଜେଡି ସରକାର ଖଣି ପଇସାରେ ପାର୍ଟି ଚଳାଉଥିଲେ , ନେତାମାନେ ପକେଟ ଗରମ କରୁଥିଲେ ଆଉ ସରକାର ପାଖକୁ ରାଜସ୍ବ କେଉଁଠୁ ଆସିଥାନ୍ତା ।

ଭକ

ସୁନ୍ଦରଗଡ଼: ଖଣି ଚୋରି ଘଟଣାରେ ପୂର୍ବତନ ସୁନ୍ଦରଗଡ଼ ବିଧାୟିକା ତଥା ବରିଷ୍ଠ ବିଜେପି ନେତ୍ରୀ କୁସୁମ ଟେଟେ ବିସ୍ଫୋରକ ବୟାନ ଦେଇଛନ୍ତି । ପୂର୍ବ ବିଜେଡି ସରକାରକୁ ଟାର୍ଗେଟ କରି କହିଛନ୍ତି ଏବେ ତ ତଦନ୍ତ ବି ହେଉଛି ପୂର୍ବ ସରକାରରେ ତାହା ବି ହେଉନଥିଲା । ଛୋଟ ମାଛକୁ ଧରି ବଡ଼ ପର୍ଯ୍ୟନ୍ତ ପହଞ୍ଚିବାକୁ ଚେଷ୍ଟା ଚାଲିଛି। ପୂର୍ବ ସରକାର ଖଣି ଚୋରିରେ ସମ୍ପୂର୍ଣ୍ଣ ଭାବରେ ସାମିଲ ଥିଲେ ବୋଲି ଏହି ଘଟଣା ସାମ୍ନାକୁ ଆସିଲା ନାହିଁ କି ତଦନ୍ତ ମଧ୍ୟ ହେଲା ନାହିଁ । ଖଣି ପଇସାରେ ପାର୍ଟି ଚଳାଉଥିଲେ , ନେତାମାନେ ପକେଟ ଗରମ କରୁଥିଲେ ଆଉ ସରକାର ପାଖକୁ ରାଜସ୍ବ କେଉଁଠୁ ଆସିଥାନ୍ତା ।

ପୂର୍ବ ବିଜେଡି ସରକାରକୁ ଟାର୍ଗେଟ କରି ସୁନ୍ଦରଗଡ଼ ବିଧାୟିକା ତଥା ବରିଷ୍ଠ ବିଜେପି ନେତ୍ରୀ କୁସୁମ ଟେଟେ କହିଛନ୍ତି ଏବେ ତ ତଦନ୍ତ ବି ହେଉଛି ପୂର୍ବ ସରକାରରେ ତାହା ବି ହେଉନଥିଲା । ଛୋଟ ମାଛକୁ ଧରି ବଡ଼ ପର୍ଯ୍ୟନ୍ତ ପହଞ୍ଚିବାକୁ ଚେଷ୍ଟା ଚାଲିଛି। ପୂର୍ବ ସରକାର ଖଣି ଚୋରିରେ ସମ୍ପୂର୍ଣ୍ଣ ଭାବରେ ସାମିଲ ଥିଲେ ବୋଲି ଏହି ଘଟଣା ସାମ୍ନାକୁ ଆସିଲା ନାହିଁ କି ତଦନ୍ତ ମଧ୍ୟ ହେଲା ନାହିଁ । ଖଣି ପଇସାରେ ପାର୍ଟି ଚଳାଉଥିଲେ , ନେତାମାନେ ପକେଟ ଗରମ କରୁଥିଲେ ଆଉ ସରକାର ପାଖକୁ ରାଜସ୍ବ କେଉଁଠୁ ଆସିଥାନ୍ତା ।

ସେ ଆହୁରି କହିଛନ୍ତି, ଏବେକାର ସରକାର ନିଶ୍ଚିତ ଭାବେ ଚୋରମାନଙ୍କୁ ଧରିବେ ଓ ଦଣ୍ଡ ମଧ୍ୟ ଦେବେ । ନବୀନ ବାବୁ ନାମକୁ ମାତ୍ର ମୁଖ୍ୟମନ୍ତ୍ରୀ ଥିଲେ, ତାଙ୍କ ସ୍ଥାନରେ ଅନ୍ୟ ଅଫିସର ବସି ଏହି ସବୁ କାର୍ଯ୍ୟ କରୁଥିଲେ।

bjp

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe