ମହାପ୍ରଭୁଙ୍କ କରୁଣାରୁ ଏଥର ରଥଯାତ୍ରା ସୁରୁଖୁରୁରେ ସଂପାଦିତ ହେବ

ରଥଯାତ୍ରା ସମୟରେ ସ୍ବାସ୍ଥ୍ୟସେବା ଯୋଗାଇଦେବା ଲାଗି ୩୦୦ ଡାକ୍ତର ନିୟୋଜିତ ହେବେ। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁର ବ୍ୟବସ୍ଥା କରାଯାଇଛି।    ପୁରୀଠାରେ ରଥଯାତ୍ରା ଅବସରରେ ଯେଉଁମାନଙ୍କଠାରେ କୋଭିଡ ଲକ୍ଷଣ ରହିଛି, ସେମାନେ ପୁରୀ ନ ଆସିବା ଭଲ।

xc

ପୁରୀ: ରଥଯାତ୍ରା ସମୟରେ ସ୍ବାସ୍ଥ୍ୟସେବା ଯୋଗାଇଦେବା ଲାଗି ୩୦୦ ଡାକ୍ତର ନିୟୋଜିତ ହେବେ। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁର ବ୍ୟବସ୍ଥା କରାଯାଇଛି।    ପୁରୀଠାରେ ରଥଯାତ୍ରା ଅବସରରେ ଯେଉଁମାନଙ୍କଠାରେ କୋଭିଡ ଲକ୍ଷଣ ରହିଛି, ସେମାନେ ପୁରୀ ନ ଆସିବା ଭଲ। ଅସୁସ୍ଥ ଥିଲେ ମାସ୍କ ପିନ୍ଧିବା ଆବଶ୍ୟକ। ଆଜି ରଥଯାତ୍ରା ସମନ୍ବୟ ବୈଠକ ଶେଷ ହେବା ପରେ ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏହା କହିଛନ୍ତି। 

ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ମହାପ୍ରଭୁଙ୍କ କରୁଣାରୁ ଏଥର ରଥଯାତ୍ରା ସୁରୁଖୁରୁରେ ସଂପାଦିତ ହେବ। ବିଭିନ୍ନ ବିଭାଗର ଅଧିକାରୀମାନେ ଏଯାଏ ୮୦ ପ୍ରତିଶତ କାମ ସାରିଲେଣି। ରଥଯାତ୍ରାର ଯଥେଷ୍ଟ ପୂର୍ବରୁ ଅବଶିଷ୍ଟ କାମ ସରିଯିବ ବୋଲି ମୋର ବିଶ୍ବାସ। ରଥଯାତ୍ରା ଲାଗି ରେଳବାଇ ପକ୍ଷରୁ ୩୬୫ଟି ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବ।

ଏଣେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ମହାପ୍ରଭୁଙ୍କ କରୁଣାରୁ ଏଥର ରଥଯାତ୍ରା ସୁରୁଖୁରୁରେ ସଂପାଦିତ ହେବ। ବିଭିନ୍ନ ବିଭାଗର ଅଧିକାରୀମାନେ ଏଯାଏ ୮୦ ପ୍ରତିଶତ କାମ ସାରିଲେଣି। ରଥଯାତ୍ରାର ଯଥେଷ୍ଟ ପୂର୍ବରୁ ଅବଶିଷ୍ଟ କାମ ସରିଯିବ ବୋଲି ମୋର ବିଶ୍ବାସ।ରଥଯାତ୍ରା ଲାଗି ରେଳବାଇ ପକ୍ଷରୁ ୩୬୫ଟି ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବ।

rath yatra

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe