ଓଡ଼ିଶାର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଓଡ଼ିଶାର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି  କରାଯାଇଛି I ମେରାଇନ ଥାନାଗୁଡ଼ିକୁ ଆର୍ଲଟ କରାଯାଇଛିI କୋଷ୍ଟ ଗାର୍ଡ, ନେଭି ସହ ଯୋଗାଯୋଗ କରାଯାଇଛି I ଡ୍ରୋନ ସହିତ ମେରାଇନ ପେଟ୍ରୋଲିଂ ସାଙ୍ଗରେ ଆର୍ମସ ଗାର୍ଡ ରଖାଯାଇଛି I

zx

ଭୁବନେଶ୍ବର: ଓଡ଼ିଶାରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ନେଇ ମେରାଇନ ଏଡିଜି ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି। ସେ କହିଛନ୍ତି, କମ୍ୟୁନିଟି ପୁଲିସିଙ୍ଗ ପ୍ରୋଗ୍ରାମ ୪ ମାସ ହେଲା ଆରମ୍ଭ କରାଯାଇଥିଲା I ଓଡ଼ିଶାର ୧୮ ଟି ଥାନା ସ୍ତରରେ କାମ କରାଯାଉଛିI  ଏଠାରେ କାର୍ଯ୍ୟରତ କର୍ମଚାରୀଙ୍କ ସଂଖ୍ୟା ୯୦ ରୁ ୧୪୨କୁ ବୃଦ୍ଧି କରାଯାଇଛି। 

ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି  କରାଯାଇଛି I ମେରାଇନ ଥାନାଗୁଡ଼ିକୁ ଆର୍ଲଟ କରାଯାଇଛିI କୋଷ୍ଟ ଗାର୍ଡ, ନେଭି ସହ ଯୋଗାଯୋଗ କରାଯାଇଛି I ଡ୍ରୋନ ସହିତ ମେରାଇନ ପେଟ୍ରୋଲିଂ ସାଙ୍ଗରେ ଆର୍ମସ ଗାର୍ଡ ରଖାଯାଇଛି I ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଯାଇଛିI ଓଡ଼ିଶାର ସମସ୍ତ ମେରାଇନ ଥାନା ଏନେଇ ସଜାଗ ଅଛନ୍ତି I ପୂର୍ବତନ ଅଧିକାରୀମାନଙ୍କୁ କାର୍ଯ୍ୟରେ ଲଗାଯାଇଛି।

ଖାଲି ସେତିକି ନୁହେଁ, ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି  କରାଯାଇଛି I ମେରାଇନ ଥାନାଗୁଡ଼ିକୁ ଆର୍ଲଟ କରାଯାଇଛିI କୋଷ୍ଟ ଗାର୍ଡ, ନେଭି ସହ ଯୋଗାଯୋଗ କରାଯାଇଛି I ଡ୍ରୋନ ସହିତ ମେରାଇନ ପେଟ୍ରୋଲିଂ ସାଙ୍ଗରେ ଆର୍ମସ ଗାର୍ଡ ରଖାଯାଇଛି I ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଯାଇଛିI ଓଡ଼ିଶାର ସମସ୍ତ ମେରାଇନ ଥାନା ଏନେଇ ସଜାଗ ଅଛନ୍ତି I ପୂର୍ବତନ ଅଧିକାରୀମାନଙ୍କୁ କାର୍ଯ୍ୟରେ ଲଗାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe