ମାମଲା ରୁଜୁ ହେଉ ହେଉ ଅଭିଯୁକ୍ତଙ୍କୁ ଆମେ ଧରୁଛୁ: ପୁଲିସ କମିଶନର

Advertisment

ଅଶାନ୍ତ ଭୁବନେଶ୍ୱର ପ୍ରସଙ୍ଗରେ ପୁଲିସ କମିଶନର ଏସ୍ ଦେବଦତ୍ତ ସିଂହ କହିଛନ୍ତି, ଏତେ ଜନସଂଖ୍ୟାରେ କିଛି କିଛି କେସ୍ ହୁଏ, ଆମେ ତୁରନ୍ତ ଏହାକୁ ନେଇ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛୁ। ମାମଲା ରୁଜୁ ହେଉ ହେଉ ଅଭିଯୁକ୍ତଙ୍କୁ ଆମେ ଧରୁଛୁ। ପୁଲିସ ମଣିଷର ରୋଗ ପ୍ରତିରୋଧ ଶକ୍ତି ଭଳି କାର୍ଯ୍ୟ କରୁଛି।

Screenshot-2024-10-01-160417-e1729953285429

ଭୁବନେଶ୍ୱର: ଅଶାନ୍ତ ଭୁବନେଶ୍ୱରକୁ ନେଇ ପୁଲିସ କମିଶନର ଏସ୍ ଦେବଦତ୍ତ ସିଂହ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏତେ ଜନସଂଖ୍ୟାରେ କିଛି କିଛି କେସ୍ ହୁଏ, ଆମେ ତୁରନ୍ତ ଏହାକୁ ନେଇ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛୁ। ମାମଲା ରୁଜୁ ହେଉ ହେଉ ଅଭିଯୁକ୍ତଙ୍କୁ ଆମେ ଧରୁଛୁ। ପୁଲିସ ମଣିଷର ରୋଗ ପ୍ରତିରୋଧ ଶକ୍ତି ଭଳି କାର୍ଯ୍ୟ କରୁଛି। ଅଜାଣତରେ ସବୁବେଳେ ଆକ୍ଟିଭ ରହି ସୁରକ୍ଷା ଦେଉଛି କମିଶନରେଟ ପୁଲିସ।

ସାଇବର କ୍ରାଇମ୍ ପ୍ରତି ଲୋକେ ସଚେତନ ରୁହନ୍ତୁ। ମୋବାଇଲରେ କେହି ଟଙ୍କା ମାଗିଲେ ୩୦ ମିନିଟ ଟାଇମ୍ ନିଅନ୍ତୁ, ସମ୍ପର୍କୀୟଙ୍କୁ ପଚାରନ୍ତୁ ତାପରେ ନିଷ୍ପତ୍ତି ନିଅନ୍ତୁ। ଏହାଫଳରେ ୫୦ ପ୍ରତିଶତ ସାଇବର କ୍ରାଇମ୍ କମିଯିବ। 

ସେ ଆହୁରି କହିଛନ୍ତି, ଆମେ ଆମର ଦିନକୁ ଦିନ ଦକ୍ଷତା ବିକାଶ କରାଉଛୁ, ସାଇବର କ୍ରାଇମ୍ ପ୍ରତି ଲୋକେ ସଚେତନ ରୁହନ୍ତୁ। ମୋବାଇଲରେ କେହି ଟଙ୍କା ମାଗିଲେ ୩୦ ମିନିଟ ଟାଇମ୍ ନିଅନ୍ତୁ, ସମ୍ପର୍କୀୟଙ୍କୁ ପଚାରନ୍ତୁ ତାପରେ ନିଷ୍ପତ୍ତି ନିଅନ୍ତୁ। ଏହାଫଳରେ ୫୦ ପ୍ରତିଶତ ସାଇବର କ୍ରାଇମ୍ କମିଯିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe