ରାଜ୍ୟ  କୋର କମିଟି ସହିତ ରାଷ୍ଟ୍ରୀୟ ମହାମନ୍ତ୍ରୀଙ୍କ ଆଲୋଚନା ପରେ ବୋର୍ଡ ଓ ନିଗମ ଅଧ୍ୟକ୍ଷଙ୍କ ନାମ ଘୋଷଣା ହେବ

ବୋର୍ଡ ଓ ନିଗମ ଗଠନ ପୂର୍ବରୁ ଓଡ଼ିଶା ଆସିବେ ରାଷ୍ଟ୍ରୀୟ ମହାମନ୍ତ୍ରୀ ତରୁଣ ଚୁଗ। ରାଷ୍ଟ୍ରୀୟ ମହାମନ୍ତ୍ରୀ ରାଜ୍ୟ  କୋର କମିଟି ସହିତ ଆଲୋଚନା କରିବେ। କୋର କମିଟି ସହ ଆଲୋଚନା ପରେ ବୋର୍ଡ ଓ ନିଗମ ଅଧ୍ୟକ୍ଷଙ୍କ ନାମ ଘୋଷଣା ହେବ। ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମର।

New Project (6)

ଭୁବନେଶ୍ବର: ବୋର୍ଡ ଓ ନିଗମ ଗଠନ ପୂର୍ବରୁ ଓଡ଼ିଶା ଆସିବେ ରାଷ୍ଟ୍ରୀୟ ମହାମନ୍ତ୍ରୀ ତରୁଣ ଚୁଗ। ରାଷ୍ଟ୍ରୀୟ ମହାମନ୍ତ୍ରୀ ରାଜ୍ୟ  କୋର କମିଟି ସହିତ ଆଲୋଚନା କରିବେ। କୋର କମିଟି ସହ ଆଲୋଚନା ପରେ ବୋର୍ଡ ଓ ନିଗମ ଅଧ୍ୟକ୍ଷଙ୍କ ନାମ ଘୋଷଣା ହେବ। ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମର।

ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମର କହିଛନ୍ତି, ବୋର୍ଡ ନିଗମ ଏବଂ ଟିମ୍ ପାଇଁ କାମ ଚାଲିଛି। ଏଥିଲାଗି ଆଉ କିଛି ସମୟ ଲାଗିବ, କିନ୍ତୁ ଖୁବ୍ ଶୀଘ୍ର ଘୋଷଣା ହେବ। ଦୁଇ କମିଶନ ଘୋଷଣା ହୋଇଛି। ଖୁବଶୀଘ୍ର ବାକି ସବୁ ଘୋଷଣା କରାଯିବ।

ସେ ଆହୁରି କହିଛନ୍ତି, ବୋର୍ଡ ନିଗମ ଏବଂ ଟିମ୍ ପାଇଁ କାମ ଚାଲିଛି। ଏଥିଲାଗି ଆଉ କିଛି ସମୟ ଲାଗିବ, କିନ୍ତୁ ଖୁବ୍ ଶୀଘ୍ର ଘୋଷଣା ହେବ। ଦୁଇ କମିଶନ ଘୋଷଣା ହୋଇଛି। ଖୁବଶୀଘ୍ର ବାକି ସବୁ ଘୋଷଣା କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe