Advertisment

ଚଳିତ ମାସରେ ବୋର୍ଡ ଓ ନିଗମ ଅଧ୍ୟକ୍ଷ ପଦ ପୂରଣ ସହିତ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବ: ବିଜୟପାଲ ସିଂ ତୋମାର୍

Advertisment

ଚଳିତ ମାସରେ ବୋର୍ଡ, ନିଗମ ଅଧ୍ୟକ୍ଷ ପଦ ପୂରଣ ହେବା ସହିତ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବ। ଏହାଛଡ଼ା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ଚଳିତ ମାସ ୨୭ ତାରିଖରେ ଓଡ଼ିଶା ଆସୁଛନ୍ତି।

ଚଳିତ ମାସରେ ବୋର୍ଡ, ନିଗମ ଅଧ୍ୟକ୍ଷ ପଦ ପୂରଣ ହେବା ସହିତ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବ। ଏହାଛଡ଼ା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ଚଳିତ ମାସ ୨୭ ତାରିଖରେ ଓଡ଼ିଶା ଆସୁଛନ୍ତି।

New Project (7)

ଭୁବନେଶ୍ବର: ଚଳିତ ମାସରେ ବହୁତ କିଛି ହେବାକୁ ଯାଉଛି। ବୋର୍ଡ, ନିଗମ ଅଧ୍ୟକ୍ଷ ପଦ ପୂରଣ ହେବା ସହିତ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବ। ଏହାଛଡ଼ା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ଚଳିତ ମାସ ୨୭ ତାରିଖରେ ଓଡ଼ିଶା ଆସୁଛନ୍ତି। ଖୁବ୍ ଶୀଘ୍ର ଏନେଇ କାର୍ଯ୍ୟକ୍ରମ ନିର୍ଣ୍ଣୟ ହେବ।

ଚଳିତ ମାସରେ ବହୁତ କିଛି ହେବାକୁ ଯାଉଛି।  ବୋର୍ଡ, ନିଗମ ଅଧ୍ୟକ୍ଷ ପଦ ପୂରଣ ହେବା ସହିତ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବ। ଏହାଛଡ଼ା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ଚଳିତ ମାସ ୨୭ ତାରିଖରେ ଓଡ଼ିଶା ଆସୁଛନ୍ତି। ଖୁବ୍ ଶୀଘ୍ର ଏନେଇ କାର୍ଯ୍ୟକ୍ରମ ନିର୍ଣ୍ଣୟ ହେବ। ଖାଲି ସେତିକି ନୁହେଁ, ଅଟକି ରହିଥିବା ସରକାରୀ ଓକିଲ ନିଯୁକ୍ତି ପ୍ରକ୍ରିୟା ବି ଶେଷ ହେବ। ଆଜି ଏଭଳି ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାର୍। 

ଖାଲି ସେତିକି ନୁହେଁ, ଅଟକି ରହିଥିବା ସରକାରୀ ଓକିଲ ନିଯୁକ୍ତି ପ୍ରକ୍ରିୟା ବି ଶେଷ ହେବ। ଆଜି ଏଭଳି ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାର୍। 

ବିଜୟପାଲ ସିଂ ତୋମାର୍ ଆହୁରି କହିଛନ୍ତି, ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଖୁବ ଶୀଘ୍ର ଏନେଇ କାର୍ଯ୍ୟକ୍ରମ ନିର୍ଣ୍ଣୟ ହେବ। ମୋଦୀଜୀଙ୍କ ଓଡ଼ିଶା ଗସ୍ତ ବେଶ ଗୁରୁତ୍ୱପୂର୍ଣ୍ଣ। ପ୍ରଧାନମନ୍ତ୍ରୀ ଯେତେବେଳେ ଓଡ଼ିଶା ଗସ୍ତରେ ଆସନ୍ତି, ସେତେବେଳେ ଓଡ଼ିଶାକୁ କିଛି ନା କିଛି ଦେଇ କରି ଯାଇଥାନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ। ପ୍ରଧାନମନ୍ତ୍ରୀଙ୍କର ସବୁ ସମୟରେ ଫୋକସରେ ଥାଏ ଓଡ଼ିଶା। ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡିଶାକୁ ଏକ ବର୍ଷରେ ସାତ ଥର ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଫୋକସରେ ସବୁବେଳେ ଯୁବ ବର୍ଗ। ଏହା ତାଙ୍କର ପ୍ରାଥମିକତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe