train stopped :ରେଳପଥ ଉପରେ ପଡ଼ିଲା ପଥର, ଟ୍ରେନ ଚଳାଚଳ ବନ୍ଦ

ଭୋର ଚାରିଟା ସମୟରେ ରେଳ ଲାଇନ ଉପରେ ପଡ଼ିଲା ପଥର। ଅଳ୍ପକେ ବର୍ତ୍ତି ଯାଇଛି ମାଲବାହୀ ଟ୍ରେନ। ଘଟଣା ଘଟିଛି ତୟଡା ଚିରୁପାଲି  ନିକଟରେ। ଏଇ ରୁଟ ଦେଇ ଆଜି ଯିବାକୁ ଥିବା କିରନଦୂଲ୍-ବିଶାଖାପାଟଣା ଟ୍ରେନ ବାତିଲ କରାଯାଇଛି।

kpt

kpt-rail line Photograph: (Sambad.in)

କୋରାପୁଟ: କେକେ ରେଳପଥ ଉପରେ ପଡ଼ିଲା ପଥର। ଟ୍ରେନ ଚଳାଚଳ ବନ୍ଦ। ଭୋର ଚାରିଟା ସମୟରେ ରେଳ ଲାଇନ ଉପରେ ପଡ଼ିଲା ପଥର। ଅଳ୍ପକେ ବର୍ତ୍ତି ଯାଇଛି ମାଲବାହୀ ଟ୍ରେନ। ଘଟଣା ଘଟିଛି ତୟଡା ଚିରୁପାଲି  ନିକଟରେ। ଏଇ ରୁଟ ଦେଇ ଆଜି ଯିବାକୁ ଥିବା କିରନଦୂଲ୍-ବିଶାଖାପାଟଣା ଟ୍ରେନ ବାତିଲ କରାଯାଇଛି।

ଆହୁରି ପଢ଼ନ୍ତୁ:‘ଠିକଣା ସମୟରେ ଲୋକଙ୍କୁ ରାଜସ୍ବ ସେବା ମିଳୁ’

ମଧ୍ୟାହ୍ନ ସୁଦ୍ଧା ରେଳ ଚଳାଚଳ ସ୍ଵାଭାବିକ ହେବ

ରେଳ ବିଭାଗ ପକ୍ଷରୁ ରେଳପଥ ସ୍ଵାଭାବିକ କରିବା ପାଇଁ ଉଦ୍ୟମ ଜାରି ରହିଛି। ମଧ୍ୟାହ୍ନ ସୁଦ୍ଧା ରେଳ ଚଳାଚଳ ସ୍ଵାଭାବିକ ହେବ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ:ସାରଳା ସାହିତ୍ୟ ସଂସଦ ପକ୍ଷରୁ ଡକ୍ଟର ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ସମାରୋହ

Railways

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe