ଗଣେଶ ଭସାଣ ବେଳେ ବୁଡ଼ିଗଲେ ଛାତ୍ର

ଗଣେଶ ଭସାଣ ବେଳେ ପୋଖରୀରେ ବୁଡ଼ି ଛାତ୍ର ମୃତ।  ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ପ୍ରହଲ୍ଲାଦ ଉଚ୍ଚ ବିଦ୍ୟାଳୟରେ ଘଟିଛି ଏଭଳି ଅଘଟଣ।  ମୃତ ଛାତ୍ର ହେଲେ କୋରେଇ ବ୍ଲକ ରଙ୍ଗ ରଙ୍ଗାଗାଁର ବସନ୍ତ ସାହୁଙ୍କ ପୁଅ ସତ୍ୟ ପ୍ରକାଶ ସାହୁ।

New Project (10)

ଯାଜପୁର: ଗଣେଶ ଭସାଣ ବେଳେ ପୋଖରୀରେ ବୁଡ଼ି ଛାତ୍ର ମୃତ।  ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ପ୍ରହଲ୍ଲାଦ ଉଚ୍ଚ ବିଦ୍ୟାଳୟରେ ଘଟିଛି ଏଭଳି ଅଘଟଣ।  ମୃତ ଛାତ୍ର ହେଲେ କୋରେଇ ବ୍ଲକ ରଙ୍ଗ ରଙ୍ଗାଗାଁର ବସନ୍ତ ସାହୁଙ୍କ ପୁଅ ସତ୍ୟ ପ୍ରକାଶ ସାହୁ।

ଆଜି ପ୍ରହଲ୍ଲାଦ ଉଚ୍ଚ ବିଦ୍ୟାଳୟର କିଛି ପିଲା ଗଣେଶ ମୂର୍ତ୍ତିକୁ ନେଇ ସ୍କୁଲ ନିକଟ ପୋଖରୀରେ ବୁଡ଼ାଉ ଥିବା ବେଳେ ହଠାତ୍ ସତ୍ୟ ପ୍ରକାଶଙ୍କ ଗୋଡ଼ ଖସି ଯାଇଥିଲା। ସ୍ଥାନୀୟ ଲୋକ ଉଦ୍ଧାର କରି ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରି ଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।.

 ଆଜି ସ୍କୁଲର କିଛି ପିଲା ଗଣେଶ ମୂର୍ତ୍ତିକୁ ନେଇ ସ୍କୁଲ ନିକଟ ପୋଖରୀରେ ବୁଡ଼ାଉ ଥିବା ବେଳେ ହଠାତ୍ ସତ୍ୟ ପ୍ରକାଶଙ୍କ ଗୋଡ଼ ଖସି ଯାଇଥିଲା। ସ୍ଥାନୀୟ ଲୋକ ଉଦ୍ଧାର କରି ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରି ଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।.

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe