ରାଖି ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା କିସ୍ତି, ଅଗଷ୍ଟ ୯ ପରେ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ୍

Advertisment

ଅଗଷ୍ଟ ୯ ତାରିଖରେ ପଡ଼ୁଛି ଏଥର ରାଖି ପୂର୍ଣ୍ଣିମା। ଏହି ଦିନ ସୁଭଦ୍ରା କିସ୍ତି ପ୍ରଦାନ କରାଯିବ। ୨ ଲକ୍ଷ ମହିଳାଙ୍କୁ ଏଥିରୁ ବାଦ୍ ଦିଆଯାଇଛି। ଆଜି ଏନେଇ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା|

ଅଗଷ୍ଟ ୯ ତାରିଖରେ ପଡ଼ୁଛି ଏଥର ରାଖି ପୂର୍ଣ୍ଣିମା। ଏହି ଦିନ ସୁଭଦ୍ରା କିସ୍ତି ପ୍ରଦାନ କରାଯିବ। ୨ ଲକ୍ଷ ମହିଳାଙ୍କୁ ଏଥିରୁ ବାଦ୍ ଦିଆଯାଇଛି। ଆଜି ଏନେଇ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା|

Untitled

ଭୁବନେଶ୍ୱର:  ଅଗଷ୍ଟ ୯ ତାରିଖରେ ପଡ଼ୁଛି ଏଥର ରାଖି ପୂର୍ଣ୍ଣିମା। ଏହି ଦିନ ସୁଭଦ୍ରା କିସ୍ତି ପ୍ରଦାନ କରାଯିବ। ୨ ଲକ୍ଷ ମହିଳାଙ୍କୁ ଏଥିରୁ ବାଦ୍ ଦିଆଯାଇଛି। ପ୍ରଥମ କିସ୍ତି ନେଲା ପରେ ଆୟକର ରିଟର୍ନ ଦେଇଛନ୍ତି, କିଏ ଗାଡ଼ି କିଣିଛନ୍ତି, ଏବଂ ୫ କାହାର ଏକର ଜମି ଥିବା କାରଣରୁ ସେମାନଙ୍କୁ ବାଦ ଦିଆଯାଇଛି | ଅଗଷ୍ଟ ୯ ତାରିଖ ପରେ ସର୍ଭେ ହେବ। ଆଜି ଏନେଇ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା|

ସେ କହିଛନ୍ତି, ତୃତୀୟ କିସ୍ତି ଅଗଷ୍ଟ ପରେ ଖୋଲିବ ସୁଭଦ୍ରା ପୋର୍ଟାଲ୍ |  ୨୧ ବର୍ଷ ହୋଇଥିଲେ ଯୁବତୀ ମହିଳା କରିପାରିବେ ଆବେଦନ  | ବାଦ ପଡ଼ିଥିବା ଲକ୍ଷ ହିତାଧିକାରୀଙ୍କୁ ଯୋଡ଼ିବା ପାଇଁ ଆଉଥରେ ହେବ ସର୍ଭେ | ୯୩ ହଜାର ହିତାଧିକାରୀ ମହିଳାଙ୍କୁ ୬୦ ବର୍ଷ ପୁରିଥିବାରୁ ବିଭାଗ ସେମାନଙ୍କୁ ଭତ୍ତା ପାଇଁ ଏସଏସଇପିଡିକୁ ପଠାଇଛି |

ଅଗଷ୍ଟ ପରେ ଖୋଲିବ ସୁଭଦ୍ରା ପୋର୍ଟାଲ୍ |  ୨୧ ବର୍ଷ ହୋଇଥିଲେ ଯୁବତୀ ମହିଳା କରିପାରିବେ ଆବେଦନ  | ବାଦ ପଡ଼ିଥିବା ଲକ୍ଷ ହିତାଧିକାରୀଙ୍କୁ ଯୋଡ଼ିବା ପାଇଁ ଆଉଥରେ ହେବ ସର୍ଭେ | ୯୩ ହଜାର ହିତାଧିକାରୀ ମହିଳାଙ୍କୁ ୬୦ ବର୍ଷ ପୁରିଥିବାରୁ ବିଭାଗ ସେମାନଙ୍କୁ ଭତ୍ତା ପାଇଁ ଏସଏସଇପିଡିକୁ ପଠାଇଛି |

ସୂଚନାଯୋଗ୍ୟ, କିଛି ଦିନ ତଳେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ସୁଭଦ୍ରା ସୋସାଇଟିର ଚତୁର୍ଥ ପରିଚାଳନା ପରିଷଦ ବୈଠକ ଉନ୍ନୟନ କମିସନର୍ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଆସନ୍ତା ରାଖି ପୂର୍ଣ୍ଣିମା ଅର୍ଥାତ୍ଅଗଷ୍ଟ ୯ରେ ସୁଭଦ୍ରା ତୃତୀୟ କିସ୍ତି ପ୍ରଦାନ ପ୍ରସ୍ତାବକୁ ଏହି ବୈଠକରେ ଅନୁମୋଦନ ମିଳିଥିଲା। ସୁଭଦ୍ରା ଯୋଜନାର ଅଦ୍ୟାବଧି ପ୍ରଶାସନିକ ଆନୁଷଙ୍ଗିକ ଖର୍ଚ୍ଚକୁ ମଧ୍ୟ ଏହି ବୈଠକରେ ଅନୁମୋଦନ କରାଯାଇଥିଲା।ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସୁଭଦ୍ରାର ପ୍ରଭାବବିଷୟ ଉପରେ ନୂଆଦିଲ୍ଲୀର ଇଣ୍ଡିଆନ୍ଇନଷ୍ଟିଚ୍ୟୁଟ୍ଅଫ୍ପବ୍ଲିକ୍ ଆଡ୍ମିନିଷ୍ଟ୍ରେସନ୍‌ (ଆଇଆଇପିଏ) ଦ୍ୱାରା ହେବାକୁ ଥିବା ଅଧ୍ୟୟନର ପ୍ରସ୍ତୁତି ପ୍ରକ୍ରିୟା ଉପରେ ଏହି ଅବସରରେ ଉପସ୍ଥାପନା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe