ପୁଣି ବିଜେଡିରେ ବଢ଼ୁଛି ଅସନ୍ତୋଷ: ସଞ୍ଜୟ ଦାସବର୍ମାଙ୍କୁ ଘେରିଲେ କର୍ପୋରେଟର୍ ଅମରେଶ ଜେନାଙ୍କ ସମର୍ଥକ

Advertisment

ବିଜେଡି ରାଜ୍ୟ କାର୍ଯ୍ୟକାରିଣୀରୁ କର୍ପୋରେଟର୍ ଅମରେଶ ଜେନାଙ୍କୁ ବାଦ୍ ଦିଆଯିବା ପରେ ଏନେଇ ତାଙ୍କ ସମର୍ଥକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଞ୍ଜୟ ଦାସବର୍ମାଙ୍କୁ ଘେରିଛନ୍ତି କର୍ପୋରେଟର୍ ଅମରେଶ ଜେନାଙ୍କ ସମର୍ଥକ।

ବିଜେଡି ରାଜ୍ୟ କାର୍ଯ୍ୟକାରିଣୀରୁ କର୍ପୋରେଟର୍ ଅମରେଶ ଜେନାଙ୍କୁ ବାଦ୍ ଦିଆଯିବା ପରେ ଏନେଇ ତାଙ୍କ ସମର୍ଥକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଞ୍ଜୟ ଦାସବର୍ମାଙ୍କୁ ଘେରିଛନ୍ତି କର୍ପୋରେଟର୍ ଅମରେଶ ଜେନାଙ୍କ ସମର୍ଥକ।

ୂର

ଭୁବନେଶ୍ବର: ପୁଣି ଉଗ୍ର ହେଲା ବିଜେଡି କଳି। ବିଜେଡି ରାଜ୍ୟ କାର୍ଯ୍ୟକାରିଣୀରୁ କର୍ପୋରେଟର୍ ଅମରେଶ ଜେନାଙ୍କୁ ବାଦ୍ ଦିଆଯିବା ପରେ ଏନେଇ ତାଙ୍କ ସମର୍ଥକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ବିଜେଡି ରାଜ୍ୟ କାର୍ଯ୍ୟକାରିଣୀରୁ କର୍ପୋରେଟର୍ ଅମରେଶ ଜେନାଙ୍କୁ ବାଦ୍ ଦିଆଯିବା ପରେ ଏନେଇ ତାଙ୍କ ସମର୍ଥକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଗତକାଲି ରାତିରେ ସେମାନେ ଖାରବେଳ ନଗରରେ ଥିବା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ବାସଭବନରେ ପହଞ୍ଚି ହୋହଲ୍ଲା କରିଥିଲେ। ଏଥିଲାଗି ସେମାନେ ସଞ୍ଜୟ ଦାସବର୍ମାଙ୍କୁ ଦାୟୀ କରିଥିଲେ।

ଗତକାଲି ରାତିରେ ସେମାନେ ଖାରବେଳ ନଗରରେ ଥିବା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ବାସଭବନରେ ପହଞ୍ଚି ହୋହଲ୍ଲା କରିଥିଲେ। ଏଥିଲାଗି ସେମାନେ ସଞ୍ଜୟ ଦାସବର୍ମାଙ୍କୁ ଦାୟୀ କରିଥିଲେ।

bjd

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe