ବରପାଲି ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ: କାରରୁ ମିଳିଲା ମୃତଦେହ

Advertisment

ବରପାଲି ବ୍ଲକ କନିଷ୍ଠ ଯନ୍ତ୍ରୀ ଚନ୍ଦ୍ରଶେଖର ଝାଡ଼ିଆଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି। ବରଗଡ଼ ସ୍ଥିତ ହଳଦୀପାଲି ଛକ ଠାରେ ଏକ ହୋଣ୍ଡାଇ କ୍ରେଟା ଗାଡ଼ିରେ ଏସି ଲଗାଇ ସେ ଶୋଇପଡ଼ିଥିଲେ l

ବରପାଲି ବ୍ଲକ କନିଷ୍ଠ ଯନ୍ତ୍ରୀ ଚନ୍ଦ୍ରଶେଖର ଝାଡ଼ିଆଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି। ବରଗଡ଼ ସ୍ଥିତ ହଳଦୀପାଲି ଛକ ଠାରେ ଏକ ହୋଣ୍ଡାଇ କ୍ରେଟା ଗାଡ଼ିରେ ଏସି ଲଗାଇ ସେ ଶୋଇପଡ଼ିଥିଲେ l

zx

ବରଗଡ଼: ବରପାଲି ବ୍ଲକ କନିଷ୍ଠ ଯନ୍ତ୍ରୀ ଚନ୍ଦ୍ରଶେଖର ଝାଡ଼ିଆଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି। ବରଗଡ଼ ସ୍ଥିତ ହଳଦୀପାଲି ଛକ ଠାରେ ଏକ ହୋଣ୍ଡାଇ କ୍ରେଟା ଗାଡ଼ିରେ ଏସି ଲଗାଇ ସେ ଶୋଇପଡ଼ିଥିଲେ l ଏସିଟି ଖରାପ ହେବା ତା ସହିତ ଏସିଟି ସର୍ଟସର୍କିଟ ହୋଇଥିବା ଯୋଗୁଁ ମୁତ୍ୟୁବରଣ କରିଥିବା ଅନୁମାନ କରାଯାଉଛି l ତାଙ୍କ ଦେହସାରା ଜଳି ପୋଡ଼ିଯାଇଥିବାର ନଜର ଆସିଛି l

ସ୍ତ୍ରୀଙ୍କ କହିବା ଅନୁସାରେ ଚନ୍ଦ୍ରଶେଖର ଝାଡ଼ିଆ ଗତକାଲି ଦିନ ୧୨ଟାରୁ ଘରୁ ବାହାରି ଆସିଥିଲ l ରାତିରେ ଫୋନ୍ ଉଠାଇ ନ ଥିଲେl ପରେ ଖୋଜା ଖୋଜି କରିବାରୁ ଗାଡ଼ିରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି l ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ଶବକୁ ଉଦ୍ଧାର କରିଛି ପୁଲିସ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଅନ୍ୟପଟେ ତାଙ୍କ ସ୍ତ୍ରୀଙ୍କ କହିବା ଅନୁସାରେ ଚନ୍ଦ୍ରଶେଖର ଝାଡ଼ିଆ ଗତକାଲି ଦିନ ୧୨ଟାରୁ ଘରୁ ବାହାରି ଆସିଥିଲ l ରାତିରେ ଫୋନ୍ ଉଠାଇ ନ ଥିଲେ l ପରେ ଖୋଜା ଖୋଜି କରିବାରୁ ଗାଡ଼ିରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି l ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ଶବକୁ ଉଦ୍ଧାର କରିଛି ପୁଲିସ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

death

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe