ତଳସରାରେ ନାବାଳିକାକୁ ଗଣଦୁଷ୍କର୍ମ: ତିନି ଅଭିଯୁକ୍ତ ଗିରଫ

Advertisment

ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମର ଅଭିଯୋଗ ହୋଇଛି। ଗଣଦୁଷ୍କର୍ମର ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ତିନି ଅଭିଯୁକ୍ତ ତଳସରା ଅଞ୍ଚଳର ବୋଲି ସୂଚନା ମିଳିଛି।

ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମର ଅଭିଯୋଗ ହୋଇଛି। ଗଣଦୁଷ୍କର୍ମର ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ତିନି ଅଭିଯୁକ୍ତ ତଳସରା ଅଞ୍ଚଳର ବୋଲି ସୂଚନା ମିଳିଛି।

bhi

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମର ଅଭିଯୋଗ ହୋଇଛି। ଗଣଦୁଷ୍କର୍ମର ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ତିନି ଅଭିଯୁକ୍ତଙ୍କୁ ଟ୍ରାକ କରି ଟାଉନ ଥାନା ଅଞ୍ଚଳରୁ ଧରିଛି ପୁଲିସ। ତିନି ଅଭିଯୁକ୍ତ ତଳସରା ଅଞ୍ଚଳର ବୋଲି ସୂଚନା ମିଳିଛି। ସେମାନଙ୍କୁ ମେଡିକାଲ ଯାଞ୍ଚ ପରେ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ଏସ ଡି ପି ଓ ନିର୍ମଳ ମହାପାତ୍ର।

ବିବାହ ଭୋଜି ସାରି ସମ୍ପର୍କୀୟଙ୍କ ସହ ବାଇକରେ ଘରକୁ ଫେରିବା ସମୟରେ ଏକ ବୋଲେରୋରେ ଆସି ବାଇକକୁ ଧକ୍କା ଦେଇ  ୩ ଜଣ ଦୁର୍ବୃତ୍ତ ନାବାଳିକାକୁ ଟେକି ନେଇଗଲେ ଓ ଗଣଦୁଷ୍କର୍ମ କଲେ। ଜଙ୍ଗଲରେ ଗଣଦୁଷ୍କର୍ମ ପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ।

ସୂଚନାଯୋଗ୍ୟ, ବିବାହ ଭୋଜି ସାରି ସମ୍ପର୍କୀୟଙ୍କ ସହ ବାଇକରେ ଘରକୁ ଫେରିବା ସମୟରେ ଏକ ବୋଲେରୋରେ ଆସି ବାଇକକୁ ଧକ୍କା ଦେଇ  ୩ ଜଣ ଦୁର୍ବୃତ୍ତ ନାବାଳିକାକୁ ଟେକି ନେଇଗଲେ ଓ ଗଣଦୁଷ୍କର୍ମ କଲେ। ଜଙ୍ଗଲରେ ଗଣଦୁଷ୍କର୍ମ ପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ।
ଏନେଇ ତଲସରା ଥାନାରେ ଅଭିଯୋଗ ହେବା ପରେ ଏକ ମାମଲା ରୁଜୁ ହୋଇଥିଲା। ଘଟଣା ସଂପର୍କରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। 

crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe