ଧାନ ଟ୍ରାକ୍ଟର ଓଲଟି ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ

ଧାନ ଟ୍ରାକ୍ଟର ଓଲଟି ଦୁଇ ମୃତ। ଏଭଳି ଅଘଟଣ ଘଟିଛି ଯାଜପୁର ଜିଲ୍ଲା ବ୍ଯାସନଗରରେ। ଏହି ଦୁର୍ଘଟଣାରେ ଦୁଇ ଭଉଣୀଙ୍କ ପ୍ରାଣହାନି ଘଟିବା ସହ ଟ୍ରାକ୍ଟର ଡ୍ରାଇଭର ଗୁରୁତର ହୋଇଥିଲେ। ମୃତକମାନଙ୍କର ବୟସ ୧୪ ଓ ୧୧ ବର୍ଷ ବୋଲି ଜଣାଯାଇଛି।

00

Tractor accident in Rairangpur Photograph: (Sambad )

ଯାଜପୁର: ଧାନ ଟ୍ରାକ୍ଟର ଓଲଟି ଦୁଇ ମୃତ। ଏଭଳି ଅଘଟଣ ଘଟିଛି ଯାଜପୁର ଜିଲ୍ଲା ବ୍ଯାସନଗରରେ। ଦୁଇ ମୃତକ ଭଉଣୀ ବୋଲି ଜଣାଯାଇଛି।

ଯାଜପୁର ରୋଡ୍ ଥାନା ଯୋଡ଼ାବର ନିକଟରେ ଜଣେ ଚାଳକ ଏକ ଟ୍ରାକ୍ଟର ଧାନ ଅମଳ ମେସିନ୍ ନେଇ ଯାଉଥିବା ବେଳେ ଓଲଟିପଡ଼ିଥିଲା। ଏହି ଦୁର୍ଘଟଣାରେ ଦୁଇଭଉଣୀଙ୍କ ପ୍ରାଣହାନି ଘଟିବା ସହ ଟ୍ରାକ୍ଟର ଡ୍ରାଇଭର ଗୁରୁତର ହୋଇଥିଲେ। ମୃତକମାନଙ୍କର ବୟସ ୧୪ ଓ ୧୧ ବର୍ଷ ବୋଲି ଜଣାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଦୁଇ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନ‌ା ଅନୁଯାୟୀ, ଯାଜପୁର ରୋଡ୍ ଥାନା ଯୋଡ଼ାବର ନିକଟରେ ଜଣେ ଚାଳକ ଏକ ଟ୍ରାକ୍ଟର ଧାନ ଅମଳ ମେସିନ୍ ନେଇ ଯାଉଥିବା ବେଳେ ଓଲଟିପଡ଼ିଥିଲା। ଏହି ଦୁର୍ଘଟଣାରେ ଦୁଇଭଉଣୀଙ୍କ ପ୍ରାଣହାନି ଘଟିବା ସହ ଟ୍ରାକ୍ଟର ଡ୍ରାଇଭର ଗୁରୁତର ହୋଇଥିଲେ। ମୃତକମାନଙ୍କର ବୟସ ୧୪ ଓ ୧୧ ବର୍ଷ ବୋଲି ଜଣାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଦୁଇ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe