ହନୁମାନ ଜୟନ୍ତୀ: ସମ୍ବଲପୁର ସହରରେ ଟ୍ରାଫିକ କଟକଣା ଲାଗୁ

ସମ୍ବଲପୁରରେ ରାତି ପାହିଲେ ହନୁମାନ ଜୟନ୍ତୀ ପାଳନ ହେବ। ଏଥି ପାଇଁ ସମ୍ବଲପୁର ସହରରେ ଟ୍ରାଫିକ କଟକଣା ଲାଗୁ ହୋଇଛି। ସହରର ବିଭିନ୍ନ ରୁଟରେ ଯାତାୟତରେ ଉପରେ ପ୍ରତିବନ୍ଧକ ଲାଗିଛି।

ଭଗବାନ ଶିବ କାହିଁକି ରୁଦ୍ର ରୂପକୁ ତ୍ୟାଗ କରି ବାନର ରୂପରେ ଅବତାର ନେଇଥିଲେ ?

ସମ୍ବଲପୁର: ରାତି ପାହିଲେ ହନୁମାନ ଜୟନ୍ତୀ ପାଳନ ହେବ। ଏଥି ପାଇଁ ସମ୍ବଲପୁର ସହରରେ ଟ୍ରାଫିକ କଟକଣା ଲାଗୁ ହୋଇଛି। ସହରର ବିଭିନ୍ନ ରୁଟରେ ଯାତାୟତରେ ଉପରେ ପ୍ରତିବନ୍ଧକ ଲାଗିଛି। ଧନୁପାଲି ଠାରୁ ଟାଉନ ଭିତରକୁ ପ୍ରବେଶ ପାଇଁ ଦିନ ୩.୦୦ରୁ ରାତ୍ର ୯ଟା ପର୍ଯ୍ୟନ୍ତ ବନ୍ଦ ରହିବ। ଅପରାହ୍‌ଣ ଦିନ ୩ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବା

ଧନକଉଡ଼ା ଠାରୁ ଟାଉନ ପର୍ଯ୍ୟନ୍ତ ଅପରାହ୍‌ଣ ୩ଟାରୁ ରାତି ୨ଟା ପର୍ଯ୍ୟନ୍ତ ବନ୍ଦ ରହିବ। ଅଇଁଠାପାଲି ଠାରୁ ଟାଉନ ଦିନ ୪ଟାରୁ ରାତ୍ର ୧୧ଟା ପର୍ଯ୍ୟନ୍ତ, ରେମେଡ଼ରୁ ଟାଉନ ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ।

ଏହି ଖବର ପଢ଼ନ୍ତୁ: ମୁତୟନ ହେବେ ୨୦୦ ପ୍ଲାଟୁନ୍‌ ଫୋର୍ସ, ନଜର ରଖିବ ସିସିଟିଭି

ସେହିପରି ଧନକଉଡ଼ା ଠାରୁ ଟାଉନ ପର୍ଯ୍ୟନ୍ତ ଅପରାହ୍‌ଣ ୩ଟାରୁ ରାତି ୨ଟା ପର୍ଯ୍ୟନ୍ତ ବନ୍ଦ ରହିବ। ଅଇଁଠାପାଲି ଠାରୁ ଟାଉନ ଦିନ ୪ଟାରୁ ରାତ୍ର ୧୧ଟା ପର୍ଯ୍ୟନ୍ତ, ରେମେଡ଼ରୁ ଟାଉନ ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ। ଖେତରାଜପୁର ଷ୍ଟେସନରୁ ଟାଉନ-ନେଲସନ ମଣ୍ଡେଲା ଛକରୁ ଟାଉନ ଦିନ ୪ଟାରୁ ରାତି ୧୨ଟା ଓ ବାଲିବନ୍ଧାରୁ ଟାଉନ ଅପରାହ୍‌ଣ ୫ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ବନ୍ଦ ରହିବ। 

Sambalpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe