ଗୁମ୍ମା ଘାଟିରେ ଓଲଟିଲା ଟ୍ରେଲର: ରାୟଗଡ଼ା- କୋରାପୁଟ ଜାତୀୟ ରାଜପଥରେ ଯାତାୟତ ଠପ୍

ରାୟଗଡ଼ା ସଦର ବ୍ଲକ ଗୁମ୍ମା ଘାଟିରେ ଦୁର୍ଘଟଣା ଯୋଗୁଁ ରାୟଗଡ଼ା କୋରାପୁଟ ଜାତୀୟ ରାଜପଥ ଅବରୋଧ ହୋଇ ଯାତାୟତ ଠପ ହୋଇ ଯାଇଥିବା ଜଣାପଡିଛି I ଘଟଣା ସ୍ଥଳରେ ରାୟଗଡ଼ା ପୁଲିସ ପହଞ୍ଚି ଯାତାୟତ ସାମାନ୍ୟ କରିବା ପାଇଁ ଉଦ୍ୟମ ଜାରି ରଖିଛି I

Untitled

ରାୟଗଡ଼ା: ରାୟଗଡ଼ା ସଦର ବ୍ଲକ ଗୁମ୍ମା ଘାଟିରେ ଦୁର୍ଘଟଣା ଯୋଗୁଁ ରାୟଗଡ଼ା କୋରାପୁଟ ଜାତୀୟ ରାଜପଥ ଅବରୋଧ ହୋଇ ଯାତାୟତ ଠପ ହୋଇ ଯାଇଥିବା ଜଣାପଡିଛି I ଆଜି ସକାଳୁ ଗୁମ୍ମା ଘାଟିର ଏକ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଏକ ଟ୍ରେଲର ଓଲଟି ପଡିବା ଯୋଗୁଁ ଜାତୀୟ ରାଜପଥ ରାସ୍ତା ଜାମ ହୋଇ ଯାଇଥିଲା I

ରାୟଗଡ଼ା ସଦର ବ୍ଲକ ଗୁମ୍ମା ଘାଟିରେ ଦୁର୍ଘଟଣା ଯୋଗୁଁ ରାୟଗଡ଼ା କୋରାପୁଟ ଜାତୀୟ ରାଜପଥ ଅବରୋଧ ହୋଇ ଯାତାୟତ ଠପ ହୋଇ ଯାଇଥିବା ଜଣାପଡିଛିI ଆଜି ସକାଳୁ ଗୁମ୍ମା ଘାଟିର ଏକ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଏକ ଟ୍ରେଲର ଓଲଟି ପଡିବା ଯୋଗୁଁ ଜାତୀୟ ରାଜପଥ ରାସ୍ତା ଜାମ ହୋଇ ଯାଇଥିଲା I ଏହି ଦୁର୍ଘଟଣା ଫଳରେ ରାୟଗଡ଼ା ଠାରୁ କୋରାପୁଟ, କାଶୀପୁର ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଛି I ଘଟଣା ସ୍ଥଳରେ ରାୟଗଡ଼ା ପୁଲିସ ପହଞ୍ଚି ଯାତାୟତ ସାମାନ୍ୟ କରିବା ପାଇଁ ଉଦ୍ୟମ ଜାରି ରଖିଛି I

ଏହି ଦୁର୍ଘଟଣା ଫଳରେ ରାୟଗଡ଼ା ଠାରୁ କୋରାପୁଟ, କାଶୀପୁର ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଛି I ଘଟଣା ସ୍ଥଳରେ ରାୟଗଡ଼ା ପୁଲିସ ପହଞ୍ଚି ଯାତାୟତ ସାମାନ୍ୟ କରିବା ପାଇଁ ଉଦ୍ୟମ ଜାରି ରଖିଛି I

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe