ବିଦ୍ୟାଳୟରେ ଚାରା ରୋପଣ କାର୍ଯ୍ୟକ୍ରମ

ପରିବେଶ ସୁରକ୍ଷା ଉଦ୍ଦେଶ୍ୟରେ ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ରାଏବୋଗା କୃଷ୍ଣଗଡ଼ତିଆ ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

plantation

ରାଏବୋଗା: ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ରାଏବୋଗା କୃଷ୍ଣଗଡ଼ତିଆ ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅଥିତି ରୂପେ ଅବସରପ୍ରାପ୍ତ ଉପସହକାରୀ ପ୍ରବନ୍ଧକ ଦେବେନ୍ଦ୍ର ଅମାତ ଯୋଗ ଦେଇ ଚାରାରୋପଣ କରିଥିଲେ। ସେ ପରିବେଶ ସୁରକ୍ଷା ନେଇ ପରାମର୍ଶ ଦେଇଥିଲେ।

ଚାରା ରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅଥିତି ରୂପେ ଅବସରପ୍ରାପ୍ତ ଉପସହକାରୀ ପ୍ରବନ୍ଧକ ଦେବେନ୍ଦ୍ର ଅମାତ ଯୋଗ ଦେଇ ଚାରାରୋପଣ କରିଥିଲେ। ସେ ପରିବେଶ ସୁରକ୍ଷା ନେଇ ପରାମର୍ଶ ଦେଇଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଆମ୍ବ, ପିଜୁଳି, ଜାମୁକୋଳି, ଓଉ, ବରକୋଳି  ବିଭିନ୍ନ ପ୍ରକାରର ଫଳ ଜାତୀୟ ଚାରା ରୋପଣ କରଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ବିଭୀଷଣ ତନ୍ତି, ବରିଷ୍ଠ ଶିକ୍ଷୟତ୍ରୀ ସୁଶ୍ରୀ ରୋଜାଲିନ ଗୁଡ଼ିଆ, ବାମଚରଣ ସା, ପ୍ରଫୁଲ ମିଶ୍ର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

 sundargarh | Punascha Pruthibi 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe