ବିସ୍ଫୋରଣରେ ୨ ଶିଶୁ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

Advertisment

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ପାଢ଼େଲ ଗ୍ରାମରେ ବିସ୍ଫୋରଣରେ ୨ ଶିଶୁ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି। ଗୁରୁତର ୨ ଶିଶୁ ହେଲେ ପାଢେଲ ଗ୍ରାମର ଜଗା ସରାଫ ଓ ସଂଜୀବ ଦଳେଇ।

Updated On

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ପାଢ଼େଲ ଗ୍ରାମରେ ବିସ୍ଫୋରଣରେ ୨ ଶିଶୁ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି। ଗୁରୁତର ୨ ଶିଶୁ ହେଲେ ପାଢେଲ ଗ୍ରାମର ଜଗା ସରାଫ ଓ ସଂଜୀବ ଦଳେଇ।

ଅଦ୍ୟତନ ହୋଇଛି
Two children injured

Two children injured in Patnagarh. Photograph: (Sambad )

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ପାଢେଲ ଗ୍ରାମରେ ବିସ୍ଫୋରଣରେ ୨ ଶିଶୁ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଗୁରୁତର ୨ ଶିଶୁ ହେଲେ ପାଢ଼େଲ ଗ୍ରାମର ଜଗା ସରାଫ ଓ ସଂଜୀବ ଦଳେଇ। 

ମିଳିଥିବା ସୂଚନା ଅନୁଯାୟୀ, ପାଢେଲ ଗ୍ରାମରେ ୨ ଜଣ ଶିଶୁ ଘରେ ଖେଳୁଥିବାର ସମୟରେ ବ୍ୟାଟେରି ବିସ୍ଫେରଣ ହୋଇଥିଲା। ଏଥିରେ ୨ ଶିଶୁ ଗୁରୁତର ହୋଇ ପଡ଼ିଥିଲେ। ଏହା ଦେଖି ପରିବାରଲୋକେ ଶିଶୁ ଦ୍ବୟକୁ ପ୍ରଥମେ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ।

ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଥିବା ଦର୍ଶାଇ ସେମାନଙ୍କୁ ବଲାଙ୍ଗୀରକୁ ସ୍ଥାନାନ୍ତରିତ କରା ଯାଇଥିବା ଜଣାପଡିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅଧିକ ତଦନ୍ତ କରୁଥିବା ଜଣାପଡିଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe