ବଜ୍ରାଘାତରେ ସିଆରପିଏଫ୍‌ର ୨ ଜଣ ଯବାନଙ୍କ ମୃତ୍ୟୁ

ବଜ୍ରାଘାତରେ ଶୁକ୍ରବାର ୨ ଜଣ ଯବାନଙ୍କ ମୃତ୍ୟୁ ହୋଇଛି। ଛତିଶଗଡର ଦାନ୍ତେଓ୍ବାଡା ଜିଲ୍ଲାରେ ଏହି ଅପ୍ରୀତିକର ଘଟଣା ଘଟିଛି। ବାରାସୁଲ ନକ୍ସଲ ବିରୋଧି ତାଲିମ କେନ୍ଦ୍ରରେ ବଜ୍ରାଘାତ ହେବାରୁ ସିଆରପିଏଫ୍ ୧୧୧ ବାଟାଲିୟନର ୨ ଯବାନଙ୍କ ମୃତ୍ୟୁ ହୋଇଛି।

ବଜ୍ରପାତରେ ଜଣେ ବ୍ୟକ୍ତି ଓ ଦୁଇ ବଳଦ ମୃତ

ମାଲକାନଗିରି: ବଜ୍ରାଘାତରେ ଶୁକ୍ରବାର ୨ ଜଣ ଯବାନଙ୍କ ମୃତ୍ୟୁ ହୋଇଛି। ଛତିଶଗଡର ଦାନ୍ତେଓ୍ବାଡା ଜିଲ୍ଲାରେ ଏହି ଅପ୍ରୀତିକର ଘଟଣା ଘଟିଛି। ବାରାସୁଲ ନକ୍ସଲ ବିରୋଧି ତାଲିମ କେନ୍ଦ୍ରରେ ବଜ୍ରାଘାତ ହେବାରୁ ସିଆରପିଏଫ୍ ୧୧୧ ବାଟାଲିୟନର ୨ ଯବାନଙ୍କ ମୃତ୍ୟୁ ହୋଇଛି। ଦନ୍ତେଓ୍ବାଡା ଜିଲ୍ଲା ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର। ମୃତକମାନେ ହେଲେ କନେଷ୍ଟବଳ ମହେନ୍ଦ୍ର କୁମାର ଓ ଏସ ସାହୁଅଟ ଆଲମ। ମହେନ୍ଦ୍ର କୁମାରଙ୍କ ଘର ଉତ୍ତର ପ୍ରଦେଶ ପ୍ରୟାଗରାଜ। ଝାରଖଣ୍ଡ ସାହିବଗଂଜ ନିବାସୀ ହେଉଛନ୍ତି ଏସ୍‌ଏସ୍‌ ଆଲମ।

ବଜ୍ରାଘାତରେ ଶୁକ୍ରବାର ୨ ଜଣ ଯବାନଙ୍କ ମୃତ୍ୟୁ ହୋଇଛି। ଛତିଶଗଡର ଦାନ୍ତେଓ୍ବାଡା ଜିଲ୍ଲାରେ ଏହି ଅପ୍ରୀତିକର ଘଟଣା ଘଟିଛି। ବାରାସୁଲ ନକ୍ସଲ ବିରୋଧି ତାଲିମ କେନ୍ଦ୍ରରେ ବଜ୍ରାଘାତ ହେବାରୁ ସିଆରପିଏଫ୍ ୧୧୧ ବାଟାଲିୟନର ୨ ଯବାନଙ୍କ ମୃତ୍ୟୁ ହୋଇଛି। ଦନ୍ତେଓ୍ବାଡା ଜିଲ୍ଲା ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe