ଭଣଜାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରୁଥିଲେ ମାମୁଁ; ବିଦ୍ୟୁତ୍‌ ଆଘାତରେ ୨ଜଣଙ୍କ ମୃତ୍ୟୁ

Advertisment

ଭଣଜାକୁ ବଞ୍ଚାଇବା ପାଇଁ ଉଦ୍ୟମ କରୁଥିବା ମାମୁଁ ମଧ୍ୟ ବିଦ୍ୟୁତ୍‌ ଆଘାତର ଶିକାର ହୋଇଛନ୍ତି। ବିଦ୍ୟୁତ୍ ତାରକୁ ମାଡ଼ି ଦେବାରୁ ଦୁଇ ଜଣଙ୍କର ଜୀବନ ଚାଲିଯାଇଛି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଦଇସିଂ ଆଦିବାସୀସାହିରେ ଏହି ଅଘଟଣ ଘଟିଛି।

ଭଣଜାକୁ ବଞ୍ଚାଇବା ପାଇଁ ଉଦ୍ୟମ କରୁଥିବା ମାମୁଁ ମଧ୍ୟ ବିଦ୍ୟୁତ୍‌ ଆଘାତର ଶିକାର ହୋଇଛନ୍ତି। ବିଦ୍ୟୁତ୍ ତାରକୁ ମାଡ଼ି ଦେବାରୁ ଦୁଇ ଜଣଙ୍କର ଜୀବନ ଚାଲିଯାଇଛି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଦଇସିଂ ଆଦିବାସୀସାହିରେ ଏହି ଅଘଟଣ ଘଟିଛି।

Dead

ଭଦ୍ରକ: ଭଣଜାକୁ ବଞ୍ଚାଇବା ପାଇଁ ଉଦ୍ୟମ କରୁଥିବା ମାମୁଁ ମଧ୍ୟ ବିଦ୍ୟୁତ୍‌ ଆଘାତର ଶିକାର ହୋଇଛନ୍ତି। ବିଦ୍ୟୁତ୍ ତାରକୁ ମାଡ଼ି ଦେବାରୁ ଦୁଇ ଜଣଙ୍କର ଜୀବନ ଚାଲିଯାଇଛି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଦଇସିଂ ଆଦିବାସୀସାହିରେ ଏହି ଅଘଟଣ ଘଟିଛି।

ଭଦ୍ରକ ଜିଲ୍ଲା ଦଇସିଂ ପଞ୍ଚାୟତ ଆଦିବାସୀସାହିରେ ୫ ବର୍ଷୀୟ ନବ ମୁଣ୍ଡା ଗାଁ ନିକଟରେ ମାଙ୍କଡ ଗୋଡାଉଥିଲେ। ଏହି ସମୟରେ ତଳେ ପଡ଼ିଥିବା ଏକ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇ ତଳେ ପଡ଼ିଯାଇଥିଲେ। ତାଙ୍କ ମାମୁଁ ନିଧି ମୁଣ୍ଡା ଭଣଜାଙ୍କୁ ବଞ୍ଚାଇବା ପାଇଁ ଯାଇ ନିଜେ ମଧ୍ୟ ବିଦ୍ୟୁତ୍ ଆଘାତରେ ଟଳି ପଡ଼ିଥିଲେ। ସ୍ଥାନୀୟ ଲୋକେ ବିଦ୍ୟୁତ୍ ସଂଯୋଗ କାଟି ଦୁଇ ଜଣଙ୍କୁ ମେଡିକାଲ ଆଣିଥିଲେ। ଭଦ୍ରକ ମେଡିକାଲରେ ଉଭୟଙ୍କୁ ମୃତ ଘୋଷଣା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe