ବାରିପଦା: ସୁବର୍ଣ୍ଣରେଖା କେନାଲରେ ବୁଡ଼ି ଯାଇଥିବା ୪ ଜଣ ଛାତ୍ର ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ହେଲେଏବେ ବି ଅନ୍ୟ ଦୁଇ ଛାତ୍ର ନିଖୋଜ ଅଛନ୍ତି। ଦୁଇ ନିଖୋଜ ଛାତ୍ର ହେଲେ ସାରସକଣାର ତନ୍ମୟ କୁମାର ଏବଂ ରସଗୋଵିନ୍ଦପୁରର ସତ୍ୟବ୍ରତ ସାହୁଙ୍କ ପୁଅ ଦିବ୍ୟଜ୍ୟୋତି ସାହୁ। ଗଣେଶ ଭସାଣୀ ବେଳେ ଏଭଳି ଅଘଟଣଘଟିଥିବା ଜଣାଯାଇଛି।
ସୁବର୍ଣ୍ଣରେଖା କେନାଲରେ ବୁଡ଼ିଗଲେ ୪ ଛାତ୍ର: ୨ ଉଦ୍ଧାର, ଦୁଇ ନିଖୋଜ
Advertisment
Follow Us