ପାଣି ଧରି ଘରକୁ ଫେରୁଥିଲେ ଦୁଇ ମହିଳା; ଟାଙ୍ଗିଆ ଚୋଟରେ ମୃତ୍ୟୁ

ପାରିବାରିକ ଶତ୍ରୁତାକୁ କେନ୍ଦ୍ର କରି ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଗଡ଼ତୁମୁଳିଆରେ ଶନିବାର ଦିନ ଦୁଇ ଜଣ ମହିଳାଙ୍କୁ ହତ୍ୟା କରାଯାଇଛି। ହତ୍ୟାକାଣ୍ଡର ଶିକାର ହୋଇଛନ୍ତି ଆଈ ଓ ଖୁଡ଼ି।

Murder in Sundargarh

Murder in Sundargarh Photograph: (sambad.in)

ସୁନ୍ଦରଗଡ଼: ପାରିବାରିକ ଶତ୍ରୁତାକୁ କେନ୍ଦ୍ର କରି ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଗଡ଼ତୁମୁଳିଆରେ ଶନିବାର ଦିନ ଦୁଇ ଜଣ ମହିଳାଙ୍କୁ ହତ୍ୟା କରାଯାଇଛି। ହତ୍ୟାକାଣ୍ଡର ଶିକାର ହୋଇଛନ୍ତି ଆଈ ଓ ଖୁଡ଼ି। ସେମାନେ ହେଲେ ବିଳାସିନୀ ସୁଇ (୫୦) ଓ ତାଙ୍କର ମା’। 

ହେମଗିରି ଥାନା ଗଡ଼ତୁମୁଳିଆ ଗାଁରେ ବିଳାସିନୀ ଓ ତାଙ୍କର ମା’ ଆଜି ପାଣି ନେଇକି ଘରକୁ ଆସୁଥିଲେ। ଏହି ସମୟରେ ଅଭିଯୁକ୍ତ ବ୍ୟକ୍ତି ଟାଙ୍ଗିଆ ଧରି ପୂର୍ବ ପ୍ରସ୍ତୁତିରେ ଥିଲା। ସେ ବିଳାସିନୀ ଓ ତାଙ୍କର ମା’ଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲା।

ସୂଚନା ଅନୁସାରେ ହେମଗିରି ଥାନା ଗଡ଼ତୁମୁଳିଆ ଗାଁରେ ବିଳାସିନୀ ଓ ତାଙ୍କର ମା’ ଆଜି ପାଣି ନେଇକି ଘରକୁ ଆସୁଥିଲେ। ଏହି ସମୟରେ ଅଭିଯୁକ୍ତ ବ୍ୟକ୍ତି ଟାଙ୍ଗିଆ ଧରି ପୂର୍ବ ପ୍ରସ୍ତୁତିରେ ଥିଲା। ସେ ବିଳାସିନୀ ଓ ତାଙ୍କର ମା’ଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ହିଁ ୨ ମହିଳା ଟଳି ପଡ଼ିଥିଲେ। ଏହା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପୁଲିସ ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।  

murder | sundargarh | Woman

ସୂଚନା: ଏହି ଖବରକୁ କ୍ରମାଗତ ଭାବେ ଅପଡେଟ୍ କରାଯାଉଛି। ଆମେ ଆମର ସମସ୍ତ ପାଠକଙ୍କୁ ଏହି ମୁହୂର୍ତ୍ତର ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ ଜାରି ରଖିଛୁ। ଆମେ ଆପଣଙ୍କ ପାଇଁ ସଦ୍ୟତମ ଖବର ତୁରନ୍ତ ଆଣିବାକୁ ପ୍ରତିଶ୍ରୁତିବଦ୍ଧ। ପ୍ରାଥମିକ ସୂଚନା ମାଧ୍ୟମରେ ଆମେ କ୍ରମାଗତ ଭାବରେ ଏହି ଖବର ଅପଡେଟ୍ କରୁଛୁ। ସଦ୍ୟତମ ଖବର ଏବଂ ଅପଡେଟ୍ ପାଇଁ sambad.in ସହିତ ରୁହନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe