ହୋ ସମ୍ପ୍ରଦାୟର ମହିଳା ମଞ୍ଜୁଲତାଙ୍କୁ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ପ୍ରଶଂସା

Advertisment

ମୟୂରଭଞ୍ଜର ହୋ ସମ୍ପ୍ରଦାୟର ମହିଳା ମଞ୍ଜୁଲତା ଏବେ ଚର୍ଚ୍ଚାରେ। ଦିଲ୍ଲୀରେ ଆୟୋଜିତ ସିଏସସି ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଞ୍ଜୁଲତାଙ୍କୁ ତାଙ୍କ କାର୍ଯ୍ୟ ପାଇଁ ପ୍ରଶଂସା କରିଛନ୍ତି।

ମୟୂରଭଞ୍ଜର ହୋ ସମ୍ପ୍ରଦାୟର ମହିଳା ମଞ୍ଜୁଲତା ଏବେ ଚର୍ଚ୍ଚାରେ। ଦିଲ୍ଲୀରେ ଆୟୋଜିତ ସିଏସସି ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଞ୍ଜୁଲତାଙ୍କୁ ତାଙ୍କ କାର୍ଯ୍ୟ ପାଇଁ ପ୍ରଶଂସା କରିଛନ୍ତି।

infopedia_1728361327_Ashwini_Vaishnaw_1

ଭୁବନେଶ୍ବର: ମୟୂରଭଞ୍ଜର ହୋ ସମ୍ପ୍ରଦାୟର ମହିଳା ମଞ୍ଜୁଲତା ଏବେ ଚର୍ଚ୍ଚାରେ। ଦିଲ୍ଲୀରେ ଆୟୋଜିତ ସିଏସସି ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଞ୍ଜୁଲତାଙ୍କୁ ତାଙ୍କ କାର୍ଯ୍ୟ ପାଇଁ ପ୍ରଶଂସା କରିଛନ୍ତି।

ମୟୂରଭଞ୍ଜର ହୋ ସମ୍ପ୍ରଦାୟର ମହିଳା ମଞ୍ଜୁଲତା ଏବେ ଚର୍ଚ୍ଚାରେ। ଦିଲ୍ଲୀରେ ଆୟୋଜିତ ସିଏସସି ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଞ୍ଜୁଲତାଙ୍କୁ ତାଙ୍କ କାର୍ଯ୍ୟ ପାଇଁ ପ୍ରଶଂସା କରିଛନ୍ତି। ସାଧାରଣ ଗୃହିଣୀରୁ ଡିଜିଟାଲ ବିଶେଷଜ୍ଞ ହୋଇ ମଞ୍ଜୁଲତା ହଜାର ହଜାର ଆଦିବାସୀ ପରିବାରଙ୍କୁ ସରକାରୀ ଯୋଜନା ସମ୍ପର୍କରେ ସୂଚନା ଦେଉଛନ୍ତି। ଜନ ସେବା କେନ୍ଦ୍ର କରି ଅନେକଙ୍କ ପାଖରେ ପହଞ୍ଚାଇଛନ୍ତି ସରକାରୀ ଯୋଜନା। 

ସାଧାରଣ ଗୃହିଣୀରୁ ଡିଜିଟାଲ ବିଶେଷଜ୍ଞ ହୋଇ ମଞ୍ଜୁଲତା ହଜାର ହଜାର ଆଦିବାସୀ ପରିବାରଙ୍କୁ ସରକାରୀ ଯୋଜନା ସମ୍ପର୍କରେ ସୂଚନା ଦେଉଛନ୍ତି। ଜନ ସେବା କେନ୍ଦ୍ର କରି ଅନେକଙ୍କ ପାଖରେ ପହଞ୍ଚାଇଛନ୍ତି ସରକାରୀ ଯୋଜନା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe