Advertisment

ସମ୍ବଲପୁରରେ ନବାନ୍ନ ଖାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Advertisment

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଚଳିତ ବର୍ଷର ‘ନୂଆଁଖାଇ’ ପାଳନ କରିଛନ୍ତି। ସେ ଆଜି ସିନ୍ଦୂରାପଙ୍କଠାରେ ଶ୍ୟାମସୁନ୍ଦର ପତିଙ୍କର ବାସଭବନରେ ସପରିବାର ‘ନୂଆଁଖାଇ’ ପାଳିଛନ୍ତି। ସେଠାରେ ନବାନ୍ନ ଭୋଜନ କରିଛନ୍ତି।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଚଳିତ ବର୍ଷର ‘ନୂଆଁଖାଇ’ ପାଳନ କରିଛନ୍ତି। ସେ ଆଜି ସିନ୍ଦୂରାପଙ୍କଠାରେ ଶ୍ୟାମସୁନ୍ଦର ପତିଙ୍କର ବାସଭବନରେ ସପରିବାର ‘ନୂଆଁଖାଇ’ ପାଳିଛନ୍ତି। ସେଠାରେ ନବାନ୍ନ ଭୋଜନ କରିଛନ୍ତି।

New Project (7)
ସମ୍ବଲପୁର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଚଳିତ ବର୍ଷର ‘ନୂଆଁଖାଇ’ ପାଳନ କରିଛନ୍ତି। ସେ ଆଜି ସିନ୍ଦୂରାପଙ୍କଠାରେ ଶ୍ୟାମସୁନ୍ଦର ପତିଙ୍କର ବାସଭବନରେ ସପରିବାର ‘ନୂଆଁଖାଇ’ ପାଳିଛନ୍ତି। ସେଠାରେ ନବାନ୍ନ ଭୋଜନ କରିଛନ୍ତି। ଏଥିଲାଗି ସେ ଶ୍ୟାମସୁନ୍ଦର ପତିଙ୍କ ପରିବାରକୁ ଆତିଥେୟତା ଲାଗି କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ‘ନୂଆଁଖାଇ’ କେବଳ ଏକ ପର୍ବ ନୁହେଁ ବରଂ ଏକ ଭାବାବେଗ। ଏହି ଦିନ ଏକାଠି ହେବା ଓ ସାଥୀ ହୋଇ ନବାନ୍ନ ଖାଇବା ଏହି ପର୍ବର ବିଶେଷତା।
ଏଣେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ନୂଆଁଖାଇ’ର ଶୁଭକାମନା ଜଣାଇଛନ୍ତି। ସେ ନିଜର ‘ଏକ୍ସ’ରେ ଲେଖିଛନ୍ତି, ଜୁହାର୍ 
ଆମର୍ ରାଏଜ୍ ର ମହାନ୍ କୃଷିଭିତ୍ତିକ୍ ଗଣପର୍ବ ‘ନୂଆଁଖାଇ’ ଅବସର୍ ଥି ରାଏଜ୍‌ବାସୀ କୁଁ ବହୁତ୍ ଶୁଭେଚ୍ଛା ଆର୍ ଅଭିନନ୍ଦନ୍ ଜନଉଛେଁ । ନୂଆଁଖାଇ "ଚାଷୀ ଆଉ ଚାଷ୍‌ର ଉନ୍ନତି ଆଉ ସମ୍‌ରୁଧିର୍ କଥା କହେସି । ତା’ର୍ ସାଂଗେ ସମସ୍ତକଁ ର୍ ଲାଗି "ଖାନା-ସୁରକ୍ଷା’ କେ ଉଜାଗର୍ କର୍‌ସି । ଆମର୍ ବଡ୍‌ଖା ତିହାର୍ ‘ନୂଆଁଖାଇ’ ର୍ ଇ ଶୁଭ୍ ଅବସର୍ ନେ ସମ୍‌କର୍ ସୁଖ୍‌, ସମୃଦ୍ଧି ଆର୍ ପ୍ରଗତି ର୍ ଲାଗି ମାଁ ସମ୍‌ଲେଇ ଆର୍ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ର୍ ଠାନେ ଗୁହାରି କରୁଛେଁ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe