ଆସିକା: ବଡ଼ଗଡ଼ ଥାନା ଅନ୍ତର୍ଗତ ମଛାକୋଟ ନିକଟ ହରଭଂଗି କେନାଲରେ ଲାଗିଛି ଅଚିହ୍ନା ଶବ। ଶବଟି ଗୋଟିଏ ଶଂଖରେ ଲାଗି ରହିଛି। ଶବଟିର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ଆଜି ସ୍ଥାନୀୟ ଅଞ୍ଚଳର କିଛି ଲୋକ ଗାଧେଇବାକୁ ଯାଇଥିବା ସମୟରେ ଦେଖିଛନ୍ତି। ଆହୁରି ପଢ଼ନ୍ତୁ:କୃଷି ବିଭାଗର କୌଣସି ଅଧିକାରୀ ଓ କର୍ମଚାରୀ ଉପହାର ଗ୍ରହଣ କରିବେ ନାହିଁ: ଅରବିନ୍ଦ ପାଢ଼ୀ
ହତ୍ୟା ସନ୍ଦେହ
ଘଟଣା ସ୍ଥଳରେ ଲୋକଙ୍କ ଗହଳି ଲାଗିଛି। ହେଲେ ଶବଟି କାହାର କେଉଁଠି ଆସିଛି ତାହା ସ୍ୱଷ୍ଟ ହୋଇ ନଥିବା ବେଳେ ପୁଲିସ ବି ଘଟଣା ସ୍ଥଳରେ ପହଞ୍ଚି ନଥିବା ଜଣାଯାଇଛି। ଏନେଇ ହତ୍ୟା ସନ୍ଦେହ କରାଯାଉଛି।
Dead
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/lE7d0n0h57Dek1uwthO7.jpeg)