୨୫ ହଜାର କେଭି ବିଦ୍ୟୁତ୍‌ ତାରକୁ ସ୍ପର୍ଶ କରି ଅଜଣା ବ୍ୟକ୍ତି ମୃତ

Advertisment

ରାୟଗଡ ରେଳ ଷ୍ଟେସନରେ ୨୫ ହଜାର କେଭି ବିଦ୍ୟୁତ ତାରକୁ ସ୍ପର୍ଶ କରି ମୃତ୍ୟୁ ଘଟିଥିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଆଜି ମଧ୍ୟାହ୍ନ ସମୟରେ ଜଣେ ବ୍ୟକ୍ତି ଷ୍ଟେସନରେ ଅଟକି ରହିଥିବା ଟେଙ୍କର ଉପରକୁ ଚଢି ୨୫ କିଲୋ ଭୋଲ୍ଟର ତାରକୁ ଧରିଥିଲା ଏବଂ ତତ୍ କ୍ଷଣାତ ସେଠାରେ ଟଳି ପଡ଼ିଥିଲା।

Rayagada Railway Station

Rayagada Railway Station Photograph: (sambad.in)

ରାୟଗଡ଼ା: ରାୟଗଡ ରେଳ ଷ୍ଟେସନରେ ୨୫ ହଜାର କେଭି ବିଦ୍ୟୁତ ତାରକୁ ସ୍ପର୍ଶ କରି ମୃତ୍ୟୁ ଘଟିଥିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଆଜି ମଧ୍ୟାହ୍ନ ସମୟରେ ଜଣେ ବ୍ୟକ୍ତି ଷ୍ଟେସନରେ ଅଟକି ରହିଥିବା ଟେଙ୍କର ଉପରକୁ ଚଢି ୨୫ କିଲୋ ଭୋଲ୍ଟର ତାରକୁ ଧରିଥିଲା ଏବଂ ତତ୍ କ୍ଷଣାତ ସେଠାରେ ଟଳି ପଡ଼ିଥିଲା।

ଏହାକୁ ଦେଖି ଘଟଣା ସ୍ଥଳରେ ରେଳବାଇ ପୁଲିସ ପହଞ୍ଚି ଉକ୍ତ ବ୍ୟକ୍ତିକୁ ଉଦ୍ଧାର କରି ରାୟଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। କିଛି ମୁହୂର୍ତ୍ତ ଚିକିତ୍ସା ପରେ ଚିକିତ୍ସିତ ଅବସ୍ଥାରେ ଉକ୍ତ ଅଜଣା ବ୍ୟକ୍ତିର ମୃତ୍ୟୁ ହୋଇଛି।

ତେବେ ଏ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳି ନାହିଁ। ସେ ଜଣେ ମାନସିକ ରୋଗୀ ବୋଲି ଅନୁମାନ କରାଯାଉଛି। ଏ ନେଇ ଆର୍‌ପିଏଫ୍ ତରଫରୁ ତଦନ୍ତ ଜାରି ରହିଥିବା ଜଣାପଡ଼ଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe