ଯୁବତୀଙ୍କୁ ଗର୍ଭବତୀ କରି ଯୁବକ ଫେରାର

କୃଷ୍ଣାନନ୍ଦପୁର ଥାନା ଅଧୀନରେ ଜଣେ ଯୁବତୀଙ୍କୁ ଗର୍ଭବତୀ କରି ଯୁବକ ଫେରାର। ଯୁବକଙ୍କ ଘର କନୀମୂଳ ପଞ୍ଚାୟତ ନବୀନାବାଗ ଗ୍ରାମରେ ବୋଲି ଜଣା ପଡିଛି। ଯୁବକ ଜଣକ ଭଲ ପାଇ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲେ।

Untitled

ତିର୍ତ୍ତୋଲ: ଜଗତସିଂହପୁର ଜିଲ୍ଲା କୃଷ୍ଣାନନ୍ଦପୁର ଥାନା ଅଧୀନରେ ଜଣେ ଯୁବତୀଙ୍କୁ ଗର୍ଭବତୀ କରି ଯୁବକ ଫେରାର। ଯୁବକଙ୍କ ଘର କନୀମୂଳ ପଞ୍ଚାୟତ ନବୀନାବାଗ ଗ୍ରାମରେ ବୋଲି ଜଣା ପଡିଛି। ଯୁବକ ଜଣକ ଭଲ ପାଇ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲେ। ଯୁବତୀ ଜଣକ ଗର୍ଭବତୀ ହେବା ପରେ ଯୁବକ ଜଣକ କାହାରିକୁ ନକହିବା ପାଇଁ ଚାପ ପ୍ରୟୋଗ କରିଥିଲେ। ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍ ଓ ହତ୍ୟା କରିବା ପାଇଁ ଧମକ ଦେଇଥିଲେ। ଏନେଇ ପରିବାର ଲୋକେ ଥାନାରେ ଏତଲା ଦେଇଛନ୍ତି।

କୃଷ୍ଣାନନ୍ଦପୁର ଥାନା ଅଧୀନରେ ଜଣେ ଯୁବତୀଙ୍କୁ ଗର୍ଭବତୀ କରି ଯୁବକ ଫେରାର। ଯୁବକଙ୍କ ଘର କନୀମୂଳ ପଞ୍ଚାୟତ ନବୀନାବାଗ ଗ୍ରାମରେ ବୋଲି ଜଣା ପଡିଛି। ଯୁବକ ଜଣକ ଭଲ ପାଇ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲେ। ଯୁବତୀ ଜଣକ ଗର୍ଭବତୀ ହେବା ପରେ ଯୁବକ ଜଣକ କାହାରିକୁ ନକହିବା ପାଇଁ ଚାପ ପ୍ରୟୋଗ କରିଥିଲେ। ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍ ଓ ହତ୍ୟା କରିବା ପାଇଁ ଧମକ ଦେଇଥିଲେ। ଏନେଇ ପରିବାର ଲୋକେ ଥାନାରେ ଏତଲା ଦେଇଛନ୍ତି। ଯୁବକ ଜଣକ ନିଜେ ବିବାହିତ ଓ ତାଙ୍କର ସନ୍ତାନ ମଧ୍ୟ ଥିବା ଲୁଚାଇ ରଖିଥିବା ଏବେ ଜଣା ପଡ଼ିଛି। ଘଟଣା ପ୍ରଘଟ ହେବା ପରେ ଯୁବକ ଜଣକ ଫେରାର ଅଛନ୍ତି।

ଯୁବକ ଜଣକ ନିଜେ ବିବାହିତ ଓ ତାଙ୍କର ସନ୍ତାନ ମଧ୍ୟ ଥିବା ଲୁଚାଇ ରଖିଥିବା ଏବେ ଜଣା ପଡ଼ିଛି। ଘଟଣା ପ୍ରଘଟ ହେବା ପରେ ଯୁବକ ଜଣକ ଫେରାର ଅଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe