କାର୍ତ୍ତିକ ମାସରେ ବଢ଼ିଲା ପରିବା ଦର: ୫୦ ଟଙ୍କା ତଳକୁ କିଛି ପରିବା ନାହିଁ

କାର୍ତ୍ତିକ ମାସରେ ବଢ଼ିଲା ପରିବା ଦର । ବଜାରରେ ଲାଗିଛି ନିଆଁ । କିଲୋ ପ୍ରତି ୫୦ ଟଙ୍କା ତଳକୁ କିଛି ପରିବା ନାହିଁ । ସାଧାରଣ କୁନ୍ଦୁରୀ ଆଉ କଲରା ଦର ମଧ୍ୟ ୫୦-୬୦ ଟଙ୍କାରେ ବିକ୍ରି ହେଉଛି।

vegetable

Photograph: (M&P; Engineering)

ଭୁବନେଶ୍ବର: କାର୍ତ୍ତିକ ମାସରେ ବଢ଼ିଲା ପରିବା ଦର । ବଜାରରେ ଲାଗିଛି ନିଆଁ । କିଲୋ ପ୍ରତି ୫୦ ଟଙ୍କା ତଳକୁ କିଛି ପରିବା ନାହିଁ । ସାଧାରଣ କୁନ୍ଦୁରୀ ଆଉ କଲରା ଦର ମଧ୍ୟ ୫୦-୬୦ ଟଙ୍କାରେ ବିକ୍ରି ହେଉଛି।  ଆଜି ରାଜଧାନୀର ଏକ ନମ୍ବର ପରିବା ହାଟରେ ହବିଷ ପରିବା ଦର ଆକାଶଛୁଆଁ ଥିବା ବେଳେ ଲୋକମାନେ କମ ପରିବା କିଣି ନେବାକୁ ବାଧ୍ୟ ହେଉଛନ୍ତି।  

ଆଜିର ଦର:
ବାଇଗଣ- ୬୦
ପୋଟଳ- ୬୦-୮୦
ସାରୁ- ୫୦-୬୦
ପତ୍ରକୋବି- ୪୦
ବିନ୍ସ- ୧୨୦
କାଙ୍କଡ଼- ୮୦
କନ୍ଦମୂଳ- ୬୦-୮୦
ଗାଜର- ୬୦
ବିଟ- ୬୦
କଖାରୁ- ୪୦
ଭଣ୍ଡା- ୨୦
ଜହ୍ନି- ୫୦
କ୍ୟାପିସିକମ- ୧୦୦-୧୨୦
ଛୁଇଁ- ୧୪୦

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe