ଜିଏମ୍ ବିଶ୍ବବିଦ୍ୟାଳୟରେ ଛାତ୍ରୀ ଅସଦାଚରଣ ପରେ ମାର୍ଗଦର୍ଶିକା ଜାରି କଲେ କୁଳପତି

Advertisment

ଜିଏମ୍ ବିଶ୍ବବିଦ୍ୟାଳୟରେ ଛାତ୍ରୀ ଅସଦାଚରଣ ପରେ କୁଳପତି ଜାରି କଲେ ମାର୍ଗଦର୍ଶିକା | ଏହା ସହ ଅପରାହ୍ନ ୪ଟାରେ ବସିବ ଆଇସିସି | ଭାରପ୍ରାପ୍ତ କୁଳପତି ପ୍ରଫେସର ସୁଶାନ୍ତ କୁମାର ଦାଶ ଏନେଇ ସୂଚନା ଦେଇଛନ୍ତି |

gm university

ସମ୍ବଲପୁର: ଜିଏମ୍ ବିଶ୍ବବିଦ୍ୟାଳୟରେ ଛାତ୍ରୀ ଅସଦାଚରଣ ପରେ କୁଳପତି ଜାରି କଲେ ମାର୍ଗଦର୍ଶିକା | ଏହା ସହ ଅପରାହ୍ନ ୪ଟାରେ ବସିବ ଆଇସିସି | କାର୍ଯ୍ୟକ୍ଷେତ୍ରରେ ପ୍ରଫେସନାଲ  ଭାଲ୍ୟୁ, ମୋରାଲ୍ ଭାଲ୍ୟୁ ପାଳନ କରିବା ପାଇଁ ମାର୍ଗଦର୍ଶିକା ଜାରି| ଛାତ୍ରଛାତ୍ରୀଙ୍କୁ ନିଜର ପୁଅ ଝିଅ ତଥା ଭାଇ ଭଉଣୀ ପରି ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ରହିଛି |

ଛାତ୍ରଛାତ୍ରୀଙ୍କର କୌଣସି ସ୍ତରରେ ଅସୁବିଧା ହେଲେ ବା ସେମାନେ ନିର୍ଯାତନାର ଶିକାର ହେଲେ, ଅବିଳମ୍ବେ ଅଭିଯୋଗ କରିବା ପାଇଁ କୁହାଯାଇଥିବା ଭାରପ୍ରାପ୍ତ କୁଳପତି ପ୍ରଫେସର ସୁଶାନ୍ତ କୁମାର ଦାଶ ପ୍ରକାଶ କରିଛନ୍ତି | ଏହା ସହ ଅନ୍ଯ ଛାତ୍ରଛାତ୍ରୀଙ୍କ ସହ ଏମିତି କିଛି ଘଟିଛି ତାର କାଉନସେଲିଂ ଚାଲିଥିବା କୁଳପତି କହିଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe