ଭିଜିଲାନ୍ସ ଜାଲରେ ଗଣ୍ଡାନାଳି ରାଜସ୍ବ ନିରୀକ୍ଷକ

Advertisment

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ତହସିଲ ଗଣ୍ଡାନାଳି ରାଜସ୍ବ ନିରୀକ୍ଷକ ଶଶୀଭୂଷଣ ବେହେରା ଆଜି ୪ଟି ମ୍ୟୁଟେସନ କେସର ଇନକ୍ୱାରୀ ରିପୋର୍ଟ ଦେବା ଲାଗି ୬୦ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଢେଙ୍କାନାଳ ଭିଜିଲାସନ୍ସ ହାତରେ ଧରା ପଡ଼ିଛନ୍ତି।

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ତହସିଲ ଗଣ୍ଡାନାଳି ରାଜସ୍ବ ନିରୀକ୍ଷକ ଶଶୀଭୂଷଣ ବେହେରା ଆଜି ୪ଟି ମ୍ୟୁଟେସନ କେସର ଇନକ୍ୱାରୀ ରିପୋର୍ଟ ଦେବା ଲାଗି ୬୦ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଢେଙ୍କାନାଳ ଭିଜିଲାସନ୍ସ ହାତରେ ଧରା ପଡ଼ିଛନ୍ତି।

vigilance

vigilance Photograph: (sambad.in )

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ତହସିଲ ଗଣ୍ଡାନାଳି ରାଜସ୍ବ ନିରୀକ୍ଷକ ଶଶୀଭୂଷଣ ବେହେରା ଆଜି ୪ଟି ମ୍ୟୁଟେସନ କେସର ଇନକ୍ୱାରୀ ରିପୋର୍ଟ ଦେବା ଲାଗି ୬୦ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଢେଙ୍କାନାଳ ଭିଜିଲାସନ୍ସ ହାତରେ ଧରା ପଡ଼ିଛନ୍ତି। ତାଙ୍କ ପାଖରେ ବେନିୟମ ଭାବେ କାର୍ଯ୍ୟ କରୁଥିବା ନକଲି ପିଅନ ବିଷ୍ଣୁ ବଲହବ ଖଟୁଆଙ୍କ ମାଧ୍ୟମରେ ଲାଞ୍ଚ ଟଙ୍କା କାରବାର ହେଉଥିଵା ଅଭିଯୋଗରେ ତାଙ୍କୁ ମଧ୍ୟ ଭିଜିଲାନ୍ସ ଉଠାଇ ଆଣି ପଚରାଉଚରା କରୁଛି।

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ତହସିଲ ଗଣ୍ଡାନାଳି ରାଜସ୍ବ ନିରୀକ୍ଷକ ଶଶୀଭୂଷଣ ବେହେରା ଆଜି ୪ଟି ମ୍ୟୁଟେସନ କେସର ଇନକ୍ୱାରୀ ରିପୋର୍ଟ ଦେବା ଲାଗି ୬୦ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଢେଙ୍କାନାଳ ଭିଜିଲାସନ୍ସ ହାତରେ ଧରା ପଡ଼ିଛନ୍ତି। ତାଙ୍କ ପାଖରେ ବେନିୟମ ଭାବେ କାର୍ଯ୍ୟ କରୁଥିବା ନକଲି ପିଅନ ବିଷ୍ଣୁ ବଲହବ ଖଟୁଆଙ୍କ ମାଧ୍ୟମରେ ଲାଞ୍ଚ ଟଙ୍କା କାରବାର ହେଉଥିଵା ଅଭିଯୋଗରେ ତାଙ୍କୁ ମଧ୍ୟ ଭିଜିଲାନ୍ସ ଉଠାଇ ଆଣି ପଚରାଉଚରା କରୁଛି।

ରାଜସ୍ବ ନିରୀକ୍ଷକ ଶ୍ରୀ ବେହେରାଙ୍କ ଯୋରନ୍ଦା ଖଙ୍କର ସ୍ଥିତ ପୈତୃକ ଘର, ସହରର ଦକ୍ଷିଣକାଳୀ ସତସଙ୍ଗ ବିହାର ସ୍ଥିତ ଭଡ଼ା ଘର ଓ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରହିଥିବା ଭିଜିଲାନ୍ସ ଡିଏସପି ଅନୁସୂୟା ସେନାପତି  ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe