୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସମବାୟ ସମିତି ସମ୍ପାଦକଙ୍କୁ ବାନ୍ଧିଲା ଭିଜିଲାନ୍ସ

ମହୁ ସମବାୟ ସମିତିରୁ ଖରିଫ୍ ଋଣ କରାଇଦେବା ପାଇଁ ଧୀରେନ୍ଦ୍ର ସମବାୟ ସମିତିର ଜନୈକ ଚାଷୀ ବୀରେନ୍ଦ୍ର ନାଥଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ କବଜାରେ ପଡ଼ି ଯାଇଥିଲେ।

New Project

ଆଳି: ଆଳି ବ୍ଲକ୍ ମହୁ ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ ଧୀରେନ୍ଦ୍ର ମହାନ୍ତି ଆଜି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି। ମହୁ ସମବାୟ ସମିତିରୁ ଖରିଫ୍ ଋଣ କରାଇଦେବା ପାଇଁ ଧୀରେନ୍ଦ୍ର ସମବାୟ ସମିତିର ଜନୈକ ଚାଷୀ ବୀରେନ୍ଦ୍ର ନାଥଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ କବଜାରେ ପଡ଼ି ଯାଇଥିଲେ।

ଆଳି ବ୍ଲକ୍ ମହୁ ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ ଧୀରେନ୍ଦ୍ର ମହାନ୍ତି ଆଜି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି। ମହୁ ସମବାୟ ସମିତିରୁ ଖରିଫ୍ ଋଣ କରାଇଦେବା ପାଇଁ ଧୀରେନ୍ଦ୍ର ସମବାୟ ସମିତିର ଜନୈକ ଚାଷୀ ବୀରେନ୍ଦ୍ର ନାଥଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ କବଜାରେ ପଡ଼ି ଯାଇଥିଲେ। ଲାଞ୍ଚ ନେଉଥିବା ଅଭିଯୋଗରେ ଧୀରେନ୍ଦ୍ରଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରିବା ପରେ ଧିରେନ୍ଦ୍ରଙ୍କ ସାହୁପଡାସ୍ଥିତ ବାସଭବନରେ ଭିଜିଲାନ୍ସ ଟିମ୍ ଚଢାଉ ଜାରି ରଖିଛି।

ଲାଞ୍ଚ ନେଉଥିବା ଅଭିଯୋଗରେ ଧୀରେନ୍ଦ୍ରଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରିବା ପରେ ଧିରେନ୍ଦ୍ରଙ୍କ ସାହୁପଡାସ୍ଥିତ ବାସଭବନରେ ଭିଜିଲାନ୍ସ ଟିମ୍ ଚଢାଉ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe