ଭିଜିଲାନ୍ସ ଜାଲରେ ଇଡକୋ ଜୁନିଅର ମ୍ୟାନେଜର, ଏକକାଳୀନ ୬ଟି ସ୍ଥାନରେ ଚଢ଼ଉ ଜାରି

Advertisment

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଆଜି ସକାଳୁ ଇଡକୋ ଜୁନିଅର ମ୍ୟାନେଜର(ସିଭିଲ୍) ବିଜୟ କୁମାର ଉଦୟସିଂହଙ୍କ ଘରେ ଚଢ଼ଉ ଚାଲିଛି। ଭିଜିଲାନ୍ସ୍ ଟିମ୍ ଭୁବନେଶ୍ୱର, ଖୋର୍ଦ୍ଧା ଓ ପୁରୀର ୬ଟି ସ୍ଥାନରେ ଏକକାଳୀନ ଚଢ଼ଉ କରୁଛି।

Updated On

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଆଜି ସକାଳୁ ଇଡକୋ ଜୁନିଅର ମ୍ୟାନେଜର(ସିଭିଲ୍) ବିଜୟ କୁମାର ଉଦୟସିଂହଙ୍କ ଘରେ ଚଢ଼ଉ ଚାଲିଛି। ଭିଜିଲାନ୍ସ୍ ଟିମ୍ ଭୁବନେଶ୍ୱର, ଖୋର୍ଦ୍ଧା ଓ ପୁରୀର ୬ଟି ସ୍ଥାନରେ ଏକକାଳୀନ ଚଢ଼ଉ କରୁଛି।

ଅଦ୍ୟତନ ହୋଇଛି
ଚଂତ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଆଜି ସକାଳୁ ଇଡକୋ ଜୁନିଅର ମ୍ୟାନେଜର (ସିଭିଲ୍) ବିଜୟ କୁମାର ଉଦୟସିଂହଙ୍କ ଘରେ ଚଢ଼ଉ ଚାଲିଛି। ଭିଜିଲାନ୍ସ୍ ଟିମ୍ ଭୁବନେଶ୍ୱର, ଖୋର୍ଦ୍ଧା ଓ ପୁରୀର ୬ଟି ସ୍ଥାନରେ ଏକକାଳୀନ ଚଢ଼ଉ କରୁଛି। ୮ ଡିଏସପି, ୮ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଓଡ଼ିଶା ଭିଜିଲେନ୍ସ ଦ୍ୱାରା ଏକକାଳୀନ ଏହି ଚଢ଼ଉ କରାଯାଉଛି।

ରାଜଧାନୀର ଆର୍ଯ୍ୟ ବିହାରର ୫୦୪ ନମ୍ବର ପ୍ଲଟ୍ ରେ ନିର୍ମିତ ବିଜୟ କୁମାର ଉଦୟସିଂହଙ୍କ ଆବସିକ ଭବନ, ପୁରୀ ଜିଲ୍ଲା ବାଲୁଖଣ୍ଡରେ ଥିବା ଫ୍ଲାଟ୍, ଖୋର୍ଦ୍ଧା ଜଙ୍କିଆରେ ଥିବା ପୈତୃକ ଘର, ଭୁବନେଶ୍ୱରରେ ଥିବା  କାର୍ଯ୍ୟାଳୟ, ଜଙ୍କିଆରେ ଥିବା କ୍ରସର୍ ଏବଂ ସାମନ୍ତରାପୁରରେ ଥିବା ସଂପର୍କୀୟଙ୍କ ଘରେ ଚଢ଼ଉ ଜାରି ରହିଛି।୮ ଡିଏସପି, ୮ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ଏହି ଚଢ଼ଉ କରାଯାଉଛି।

ସୂଚନା ଅନୁଯାୟୀ, ରାଜଧାନୀର ଆର୍ଯ୍ୟ ବିହାରର ୫୦୪ ନମ୍ବର ପ୍ଲଟ୍ ରେ ନିର୍ମିତ ବିଜୟ କୁମାର ଉଦୟସିଂହଙ୍କ ଆବସିକ ଭବନ, ପୁରୀ ଜିଲ୍ଲା ବାଲୁଖଣ୍ଡରେ ଥିବା ଫ୍ଲାଟ୍, ଖୋର୍ଦ୍ଧା ଜଙ୍କିଆରେ ଥିବା ପୈତୃକ ଘର, ଭୁବନେଶ୍ୱରରେ ଥିବା  କାର୍ଯ୍ୟାଳୟ, ଜଙ୍କିଆରେ ଥିବା କ୍ରସର୍ ଏବଂ ସାମନ୍ତରାପୁରରେ ଥିବା ସଂପର୍କୀୟଙ୍କ ଘରେ ଚଢ଼ଉ ଜାରି ରହିଛି। ଏନେଇଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି। 

ସରକାରୀ ଟଙ୍କା ହଡ଼ପ ଅଭିଯୋଗ: ଭିଜିଲାନ୍ସ ଜାଲରେ ମତ୍ସ୍ୟ ସମ୍ପଦ ବିଭାଗ ଉପ ନିର୍ଦ୍ଦେଶକ

ଜୁନିଅର ମ୍ୟାନେଜର (ସିଭିଲ୍) ବିଜୟ କୁମାର ଉଦୟସିଂହଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଥିଲା। ଏହାରକୁ ନେଇ ରାଜ୍ୟ ସରକାରଙ୍କ ଭିଜିଲାନ୍ସ ବିଭାଗ ଖୋଳତାଡ଼ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe