୪୫୦୦ ଟଙ୍କା ଲାଞ୍ଚ ନେବା ସମୟରେ ବ୍ୟାସନଗର ତହସିଲର ଏସଆରଏଙ୍କୁ ମାଡ଼ି ବସିଲା ଭିଜିଲାନ୍ସ ଟିମ

Advertisment

ଲାଞ୍ଚ ନେଇ ଧରାପଡ଼ିଲେ ବ୍ୟାସନଗର ତହସିଲର ଏସଆରଏ। ବ୍ୟାସନଗର ତହସିଲର ଏସଆରଏ ହେମନ୍ତ କୁମାର ପେରେଇ ଜଣେ ବ୍ୟକ୍ତିଙ୍କଠାରୁ ୪୫୦୦ ଟଙ୍କା ଲାଞ୍ଚ ନେବା ସମୟରେ ମାଡ଼ି ବସିଲା ଭିଜିଲାନ୍ସ ଟିମ।

ଲାଞ୍ଚ ନେଇ ଧରାପଡ଼ିଲେ ବ୍ୟାସନଗର ତହସିଲର ଏସଆରଏ। ବ୍ୟାସନଗର ତହସିଲର ଏସଆରଏ ହେମନ୍ତ କୁମାର ପେରେଇ ଜଣେ ବ୍ୟକ୍ତିଙ୍କଠାରୁ ୪୫୦୦ ଟଙ୍କା ଲାଞ୍ଚ ନେବା ସମୟରେ ମାଡ଼ି ବସିଲା ଭିଜିଲାନ୍ସ ଟିମ।

New Project (13)

ଯାଜପୁର: ଲାଞ୍ଚ ନେଇ ଧରାପଡ଼ିଲେ ବ୍ୟାସନଗର ତହସିଲର ଏସଆରଏ। ବ୍ୟାସନଗର ତହସିଲର ଏସଆରଏ ହେମନ୍ତ କୁମାର ପେରେଇ ଜଣେ ବ୍ୟକ୍ତିଙ୍କଠାରୁ ୪୫୦୦ ଟଙ୍କା ଲାଞ୍ଚ ନେବା ସମୟରେ ମାଡ଼ି ବସିଲା ଭିଜିଲାନ୍ସ ଟିମ। ତାଙ୍କୁ ଭିଜିଲାନ୍ସ ଟିମ୍ ଅଧିକ ପଚରାଉଚରା କରୁଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe